ସାଉଥ ଚାଇନା ସମୁଦ୍ରରେ ଚୀନ ବଢ଼ାଉଛି ଶକ୍ତି

ଦକ୍ଷିର ଚୀନ୍ ସମୁଦ୍ରରେ ଚୀନ୍ ଦ୍ୱାରା ହେଉଥିବା ର୍ନିମାଣକୁ ନେଇ ପଡ଼ୋଶୀ ଦେଶଙ୍କ ସହ ପଶ୍ଚିମ ଦେଶ ମଧ୍ୟ ସତର୍କ ହୋଇଛନ୍ତି…

ଭାରତ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ

ଭାରତ ପାଇଁ ବିପଦ ସାଜିଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ । ଚୀନ୍ ଭାରତର ଅଖଣ୍ଡତା ପ୍ରତି ବିପଦ…

ଫରେନ୍ସିକ ଲ୍ୟାବରେ ପହଞ୍ଚିଲା ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା

ଭୁବନେଶ୍ୱର: ଭୁବନେଶ୍ୱର ଫରେନ୍ସିକ ଲ୍ୟାବରେ ପହଂଚିଛି ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା । କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ…

ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଦଶପଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଆସନ୍ତା ଶ୍ରୀ ରାମ ନବମୀରେ ଦଶପଲ୍ଲାରେ ଏକ ବିଶାଳ…

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ :ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଜିଲା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି ।…

ଅତି ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ୍ ସେବନ କରନ୍ତୁ ନାହିଁ : ଆଇଏମଏ

ନୂଆଦିଲ୍ଲୀ : ଆଜିଥ୍ରୋମାଇସିନ୍ ଓ ଆମୋକ୍ସିକ୍ଲାଭ୍ ଭଳି ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରହିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ ପକ୍ଷରୁ…

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଆକ୍ରମଣ

ସିଡ୍ନୀ : ଅଷ୍ଟ୍ରେଲିଆରେ ପୁଣି ଥରେ ହିନ୍ଦୁ ମନ୍ଦିରରେ ଆକ୍ରମଣ । ଶନିବାର ଦିନ ବ୍ରିସ୍ବେନ୍ରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ…

ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧୀ ପିଟିଶନ ଖାରଜ

ନୂଆଦିଲ୍ଲୀ : ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଏହାର ଜବାବ ମାଗିବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ…

ଏବିଭିପି ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଶୁଭେଛା ଜ୍ଞାପନ

ପଟ୍ଟାମୁଣ୍ଡାଇ : ଚଳିତବର୍ଷ ମହାବିଦ୍ୟାଳୟ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଯାଇଛି । ପରୀକ୍ଷାର୍ଥୀମାନଙ୍କୁ ଉସôାହିତ କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥô…

ଏବିଭିପିର ବିଶାଳ ଛାତ୍ର ସମାବେଶ ୧୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଏବିଭିପି

ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଟକ ଜିଲ୍ଲା ତରଫରୁ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏକ ବିଶାଳ…