ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ

ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍୍ୱିଟରଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରିଛି । ଟ୍ୱିଟରରେଜାରି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ସରକାରଙ୍କ…

ମହାକାଶରୁ ଭାରତର ସୁନ୍ଦର ଦୃଶ୍ୟ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣାସଂଗଠନ (ଇସ୍ରୋ) ଭାରତର ଏକ ସୁନ୍ଦର ଫଟୋ ସେୟାର କରିଛି । ଏହିଫଟୋଟି ହେଉଛି ଭାରତର…

ଦଶପଲ୍ଲାରେ ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ

ଦଶପଲ୍ଲା : ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ଶ୍ରୀ ରାଧାମୋହନ ସାହୁ…

ରାମ ନାମରେ ପ୍ରକମ୍ପିତ ହୋଇଥିଲା ଆସିକା ସହରର ମଠ ମନ୍ଦିର

ଆସିକା : ଆସିକାରେ ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସିକା ସହରରେ ରହିଥିବା…

ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ

ମାଲକାନଗିରି : ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀରାମଙ୍କ ଭକ୍ତମାନେ ଶହ…

ଜୟଶ୍ରୀରାମ ଧ୍ୱନିରେ ଖଇରା ମାଟି ପ୍ରକମ୍ପିତ

ଖଇରା : ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରାମନବମୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଜୟଶ୍ରୀରାମ…

ଭଦ୍ରକରେ ଶୋଭାଯାତ୍ରାରେ ପାଞ୍ଚ ଲକ୍ଷ ଭକ୍ତଙ୍କ ସମାଗମ

ଭଦ୍ରକ: ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ପବିତ୍ର ଶ୍ରୀରାମ ନବମୀ ପାଇଁ ହୋଇପଡିଛି ଉସôବ ମୁଖର ।…

ଶ୍ରୀରାମ ନବମୀ ବନ୍ତ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର ସବୁଠାରେ ପାଳନ

ବନ୍ତ: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ଶ୍ରୀରାମ ନବମୀ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର…

ଖୋର୍ଦ୍ଧା ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା: ରାମନବମୀ ଉପଲକ୍ଷେ ଖୋର୍ଦ୍ଧା ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…

ପବିତ୍ର ଶ୍ରୀ ରାମନବମୀ ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ପଦଯାତ୍ରା

ଶ୍ରୀରାମ ନବମୀରେ ବିଶାଳ ପଦଯାତ୍ରା ବାଲେଶ୍ୱର: ପବିତ୍ର ଶ୍ରୀ ରାମନବମୀ ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ…