ଏକ ରାଷ୍ଟ୍ର, ଏକ ନିର୍ବାଚନ’: ନୀତି ଆୟୋଗ ଅଧ୍ୟକ୍ଷ ଜେପିସି ସମ୍ମୁଖରେତାଙ୍କର ମତ ଉପସ୍ଥାପନ କଲେ, ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଲା….

ଏକ ରାଷ୍ଟ୍ର, ଏକ ନିର୍ବାଚନ’: ନୀତି ଆୟୋଗ ଅଧ୍ୟକ୍ଷ ଜେପିସି ସମ୍ମୁଖରେ ତାଙ୍କର ମତ ଉପସ୍ଥାପନ କଲେ, ବୈଠକ ପ୍ରାୟ ୩…

ଉତ୍କୃଷ୍ଟ ସାହିତ୍ୟ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଉତ୍କର୍ଷତା ପ୍ରଦାନ କରେ

ଉଦୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ମାନନୀୟ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି ଯେ ସାହିତ୍ୟ ସମାଜକୁ ଦିଗଦର୍ଶନ ପ୍ରଦାନ କରେ।…

ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତର ଅଟକ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୧୦ ଜଣଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ

ବାଂଲାଦେଶୀ ଧରପଗଡ଼ ଜୋଦାର ଜଗତସିଂହପୁରରୁ ଠାବ ହେଲେଣି ୩୦ଜଣଜଗତସିଂହପୁର: ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଠାବ କରିବା ପାଇଁ ମାରାଥନ୍ ଚଢ଼ଉ ଜାରି ରଖିଛି…

ଭଦ୍ରକ ଜିଲ୍ଲାର ୧୯ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩୪୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖି ଯାଞ୍ଚ

ଭଦ୍ରକ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ୧୯ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩୪୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ…

କୃଷ୍ଣାନନ୍ଦପୁରରୁ ଗୋମାଂସ ଜବତ

କୃଷ୍ଣାନନ୍ଦପୁରରୁ ଗୋମାଂସ ଜବତତିର୍ତ୍ତୋଲ|ରାହାମା: ଡିସେମ୍ବର ୩ ତାରିଖ ଦିନ ଭୋର ପ୍ରାୟ ଚାରିଟାବେଳେକୃଷ୍ଣନନ୍ଦପୁର ଅଂଚଳ ମିରମହାଲା ଠାରେ ଚଢ଼ଉ କରି ଦେଢ଼…

ଜଗତସିଂହପୁର ଜିଲ୍ଲାରେ ଏବେ ବିପଦରେ ପଡ଼ିଛନ୍ତି ଗୋବଂଶ

ବିପଦରେ ଜିଲ୍ଲାର ଗୋବଂଶ, ୧୩ ଗୋରୁ ଉଦ୍ଧାରତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲାରେ ଏବେ ବିପଦରେ ପଡ଼ିଛନ୍ତି ଗୋବଂଶ। କେଉଁଠି ମାଂସ ଜବତ ହେଉଛି…

ବାଂଲାଦେଶୀ ସନ୍ଦେହରେ ୧୩ ଜଣଙ୍କୁ ଥାନାକୁ ଆଣି ଯାଞ୍ଚ

ବାଂଲାଦେଶୀ ସନ୍ଦେହରେ ୧୩ ଜଣଙ୍କୁ ଥାନାକୁ ଆଣି ଯାଞ୍ଚବାସୁଦେବପୁର: ବାଂଲାଦେଶୀ ସନ୍ଦେହରେ ଡିସେମ୍ବର ୨ ତାରିଖ ଦିନ ୮ ଜଣଙ୍କୁ ପୁଲିସ…

ରାଇରଙ୍ଗପୁର ନଗର ରେ ଗୃହ ସମ୍ପର୍କ ଅଭିଯାନ ର ଶୁଭାରାମ୍ଭ

ରାଇରଙ୍ଗପୁର ନଗର ରେ ଗୃହ ସମ୍ପର୍କ ଅଭିଯାନ ର ଶୁଭାରାମ୍ଭ । ସ୍ଥାନୀୟ ରଘୁନାଥଜୀଉ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ୧୦…

ରାଜାବଗିଚାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବାଲେଶ୍ବର ଆରଏସଏସ ତରଫରୁ ଗୃହ ସଂପର୍କ ଅଭିଯାନ ଉଦଘାଟିତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୃହ ସମ୍ପର୍କ ଅଭିଯାନ ଉଦଘାଟିତପ୍ରତି ଘରେ ପହଞ୍ଚିବ ୧୦୦ ବର୍ଷର ସଂଘ ଯାତ୍ରାର ବାର୍ତ୍ତାବାଲେଶ୍ୱର, ୧।୧୨: ରାଷ୍ଟ୍ରୀୟ…

ଆରଏସଏସ୍ ପକ୍ଷରୁ କଟକ ଜିଲ୍ଲାରେ ‘ଗୃହ ସମ୍ପର୍କ ଅଭିଯାନ’ ଶୁଭାରମ୍ଭ

ଆରଏସଏସ୍ ପକ୍ଷରୁ କଟକ ଜିଲ୍ଲାରେ ‘ଗୃହ ସମ୍ପର୍କ ଅଭିଯାନ’ ଶୁଭାରମ୍ଭ ​କଟକ, ଡିସେମ୍ବର ୧: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ପକ୍ଷରୁ…