Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 249 of 271 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି

ପୋଶ୍ଚେଫଷ୍ଟ୍ରୁମ୍: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି । ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ…

ସରସ୍ୱତୀ ଶିଶୁ ମନ୍ଦିର ଜାମଦାଠାରେ ସମର୍ପଣ ଦିବସ

ରାଇରଙ୍ଗପୁର: ସରସ୍ୱତୀ ଶିଶୁ ମନ୍ଦିର ଜାମଦାଠାରେ ସମର୍ପଣ ଦିବସ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ…

ବାଲ୍ୟକାଳରୁ ମା’ମାନେ ଶିଶୁକୁ ଭଲ ମଣିଷ ହେବାର ବାଟ ବତେଇଥାନ୍ତି

ଆଳି : ମା’ ମାନେ ହିଁ ଶିଶୁ ଟିକୁ ବାଲ୍ୟକାଳରୁ ଭଲ ମଣିଷ ହେବାର ରାସ୍ତା ଦେଖାଇଥାନ୍ତି ବୋଲି ଗତ ଗୁରୁବାର…

ଭି.ଏଚ୍. ପି.ର ଦୁଇ ଦିବସୀୟ ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ

ଭୁବନେଶ୍ବର : ଅଦ୍ୟ ତା ୨୯ ରିଖ , ଭି ଏସ୍ ଏସ୍ ନଗର ଭୁବନେଶ୍ବର ଠାରେ ବିଶ୍ବ ହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ଦୁଇ ଦିବସୀୟ ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ବହିନ୍ଦୁ ପରିଷଦର ଆଗାମୀ ୨୦୨୪ ରେ ଷଷ୍ଠି ପୂର୍ତ୍ତି ହେବାକୁ ଯାଉଅଛି ଏଣୁ ସଂଗଠନର କାର୍ଯ୍ୟ ବିସ୍ତାର ନିମନ୍ତେ ଦୁଇ ଦିନ ବ୍ୟାପି ଚିନ୍ତନ ମନ୍ଥନ କରାଯାଇଥିଲା । ପ୍ରାନ୍ତ  କାର୍ଯ୍ୟକାରୀ ସଭାପତି ଡାକ୍ତର ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ବୟୋଜ୍ୟଷ୍ଠ କେନ୍ଦ୍ରୀୟ ଅଧିକାରୀ ସଂରକ୍ଷକ ଦିନେଶ ଚନ୍ଦ୍ରଜୀ , କେନ୍ଦ୍ର ମାର୍ଗଦର୍ଶନ ମଣ୍ଡଳୀ ସଦସ୍ୟ ତଥା ଅଖିଳ ଭାରତୀୟ ସନ୍ଥ ସମିତିର ଅଧ୍ୟକ୍ଷ ପୂଜ୍ୟ ସନ୍ଥ ଶଙ୍କରାନନ୍ଦ ଗିରୀ ମହାରାଜ, କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ସେମାନଙ୍କ ମତ ରଖିଥିଲେ । ଭାରତର ସଂସ୍କୃତି ,ଭାରତର ଆତ୍ମା । ଏହି ସଂସ୍କୃତିର ରକ୍ଷା ହେଲେ ଭାରତର ରକ୍ଷା କରାଯାଇ ପାରିବ । ବିଦେଶୀ ଷଡଯନ୍ତ୍ର, ଧର୍ମାନ୍ତରଣ ,ଲଭଜେହାଦ୍, ସନ୍ଥ ସମାଜ ଉପରେ ଆକ୍ରମଣ , ଜାତିବାଦ, ଅସନ୍ତୁଳିତ ଜନସଂଖ୍ୟା  ଏସବୁ ମାଧ୍ୟମରେ ଦେଶରେ ଅରାଜକତା ସୃଷ୍ଟି କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ଭାରତକୁ ପୁନର୍ବାର ଧାର୍ମିକ ଆଧାରର ପରାଧୀନ କରିବା । ଏଣୁ  ଗ୍ରାମେ ଗ୍ରାମେ ବ୍ୟକ୍ତି ବ୍ୟକ୍ତି ମାନଙ୍କ ମଧ୍ୟରେ   ସଚେତନତା ସୃଷ୍ଟି କରିବା ସହ ଭାରତୀୟ ସଂସ୍କାର ଓ ସଂସ୍କୃତି ପ୍ରତି ଗଭୀର ନିଷ୍ଠାବାନ କରାଇବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦୃଢ ପ୍ରତିଜ୍ଞ । ଏଣୁ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିବା ସହ ଅଧିକରୁ ଅଧିକ ନୂତନ କାର୍ଯ୍ୟକର୍ତ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ବୈଠକରେ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ବାଇଁ,  ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଦେବାର୍ପିତ ମହାନ୍ତି, ଦୁର୍ଗା ବାହିନୀ ପ୍ରାନ୍ତ ସଂଯୋଜିକା ସିପ୍ରା ରାଉତ, ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ସାମାଜିକ ସମରସତା ପ୍ରମୁଖ ତରଣୀସେନ ଦାସ ସମେତ ବିଭାଗ, ଜିଲ୍ଲା ଓ ବଜରଙ୍ଗ ଦଳରେ ଅନେକ ଜଣଙ୍କ ନୂତନ ଦାୟିତ୍ୱ ଘୋଷଣା କରାଯାଇଛି । ଏହି ବୈଠକରେ   କ୍ଷେତ୍ରିୟ ସଂଗଠନ ମନ୍ତ୍ରୀ ସପନ ମୁଖାର୍ଜୀ,  ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ,ପ୍ରାନ୍ତ  ସଂପାଦକ ମହେଶ ସାହୁ, ଉପ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସଂପାଦକ ଉମାଶଂକର ଆଚାର୍ଯ୍ୟ ସମେତ ବହୁ ପ୍ରାନ୍ତ ଓ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତା  ଉପସ୍ଥିତ ଥିଲେ ବୋଲି ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

ଯୋଡ଼ା କୁନ୍ଦୁରୁ ନାଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ସମ୍ମିଳନୀ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡ଼ା କୁନ୍ଦୁରୁ ନାଲ । ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁବାର ମାତୃ ସମ୍ମିଳନୀ…

ମାତୃପିତୃ ପୂଜନ ଉତ୍ସବ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତସ୍ଥିତ ବିବେକାନନ୍ଦ ଗୁରୁକୁଳ ଆଶ୍ରମରେ ପବିତ୍ର ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…

ଚୀନ ଗତ ପାଞ୍ଚ ବର୍ଷ ଧରି କଠିନ ପରିସ୍ଥିତି ଦେଇ ଗତି କରୁଛି

ନୂଆଦିଲ୍ଲୀ : ଚୀନର ଜିଡିପିକୁ ନେଇ ଏକ ବଡ଼ ତଥ୍ୟ ସେଠାକାର ସରକାରୀ ଡାଟାରୁ ସାମନାକୁ ଆସିଛି । ଚୀନର ରାଷ୍ଟ୍ରୀୟ…

ଚଳିତ ବର୍ଷ ଭାରତ ପ୍ରଥମ ସୌର ମିଶନ ଲଞ୍ଚ କରିବ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ଏହାର ପ୍ରଥମ ସୌର ମିଶନ ଲଞ୍ଚ କରିବାକୁ ଯାଉଛି । ଏହି ମିଶନର ନାମ…

ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ

ଶ୍ରୀନଗର,୨୭ା୧: ଜାମ୍ମୁକାଶ୍ମୀରରୁ ସମ୍ପୂର୍ଣ୍ଣ ନିପାତ ହେବ ଆତଙ୍କବାଦ । ଆତଙ୍କୀ ମୂଳପୋଛ ପାଇଁ ଗଠନ ହୋଇଛି ଟେର୍ର ମନିଟରିଂ ଗ୍ରୁପ୍ ।…

କରୋନା ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ନୂଆ ଅସ୍ତ୍ର…