ଛାତ୍ରୀଙ୍କ ଚମତ୍କାରିତା : ଆଙ୍କିଲେ ରାମଲାଲାଙ୍କ ମନ୍ଦିର ସାଧାରଣରେ ପ୍ରଶଂସା

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍‌.ଏ.ସିର କେଲଜ ତୋଟାସାହି ଛକ ବାସିନ୍ଦା କୃଷ୍ଣ ପାଣିଗ୍ରାହୀଙ୍କ ଝିଅ ସୁଶ୍ରୀ ଶ୍ୱେତାରାଣି ପାଣିଗ୍ରାହୀ େଅଯାଧ୍ୟା ନଗରେୀର ଗତ ୨୨ ତାରିଖ ସୋମବାର ପବିତ୍ର ତିଥି ଦିବସେର ଅତି ସୁନ୍ଦର ଭବ୍ୟ ଶ୍ରୀରାମଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସେହି ମନ୍ଦିରର ଅତି ସୁନ୍ଦର ଭୋବ ମୁରୁଜୁ ଝୋଟି ଦ୍ୱାରା ଘରର ସମ୍ମୁଖ ବାରଣ୍ଡୋର ଆଙ୍କିଥେôଲ । ଝିଅ ଶ୍ୱେତା ଜେଣ ଛାତ୍ରୀ ଅଟନ୍ତି । ବଚାର୍ମାନ ବ୍ରହ୍ମପୁର ସ୍ଥିତ ଖଲ୍ଲେିକାଟ ବିଶ୍ୱବିଦ୍ୟାଳୟେର ଅଧ୍ୟୟନ କରୁଛନ୍ତି । ପିଲୋବଳୁ ସିଏ ଜେଣ କଳୋପ୍ରମୀ ଗୁଣ ସମ୍ପନ୍ନ ଝିଅ ଥିବାରୁ ବେିଶଷ କରି ମୁରୁଜ ଝୋଟି ବିଭିନ୍ନ ସମୟେର ଆଙ୍କି ନିଜର କଳାନିପୁଣତାର ପରିଚୟ ସୃଷ୍ଟି କରିପାରିଛନ୍ତି । ବେିଶଷ କରି ମର୍ଯ୍ୟାଦା ପୁରେୁଷାଚାମ ରାମଚନ୍ଦ୍ରଙ୍କ େଅଯାଧ୍ୟା ନଗରେୀର ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା ହେବା ପେର ଶ୍ୱେତା ନିଜର ଘର ବାରଣ୍ଡୋର ମୁରୁଜ ଗୁଣ୍ଡ ବ୍ୟବହାର କରି ମନ୍ଦିର ଆଙ୍କିବା ଦ୍ୱାରା ସମସ୍ତଙ୍କ ଆକଷର୍ଣର କେନ୍ଦ୍ର ବିନ୍ଦୁ ସାଜିବା ସହ ଭୁରିଭୁରି ପ୍ରଶଂସା ପାଇଛନ୍ତି ।

Leave a Reply

Your email address will not be published. Required fields are marked *