Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 14 of 282 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା

ଚଣ୍ଡିଖୋଲ: ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା ଓ ବିଶ୍ୱହିନ୍ଦୁ ପରିଷଦ ୬୦ତମ ପ୍ରତିଷ୍ଠା ଦିବସ…

ଜାତୀୟ ପୁରସ୍କାର ପାଇବେ ଓଡିଶାର ୨ ଶିକ୍ଷକ

ଭୁବନେଶ୍ୱର : ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । କଳାହାଣ୍ଡି…

କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

କୋକସରା- କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ସୋମବାର ଜନ୍ମାଷ୍ଟମୀ ଉତ୍ସବ ପାଳନ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି…

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା

ବୌଦ୍ଧ : ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି…

ବିଶ୍ୱ ହିନ୍ଦୁ ପରିଷଦ ଗୋପ ପ୍ରଖଣ୍ଡର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପ: ବିଶ୍ୱ ହିନ୍ଦୁ ପରିଷଦ ଓଡିଶା, ପୁରୀ ଜିଲ୍ଲାର ଗୋପ ପ୍ରଖଣ୍ଡ ପକ୍ଷରୁ ୬୦ ତମ ପ୍ରତିଷ୍ଠା ଦିବସ ଗୋପ ଅଖଣ୍ଡଳେଶ୍ୱର…

ଆଜମେର ବଳାତ୍କାର ମାମଲାରେ ସମସ୍ତ ଅପରାଧୀଙ୍କୁ କେବଳ କାରାଗାରରେ ରଖାଯିବା ଉଚିତ ନୁହେଁ ବରଂ ଫାଶୀ ଦଣ୍ଡ ଦିଆଯାଉ

ନୂଆଦିଲ୍ଲୀ: ୧୯୯୨ ମସିହାରେ, ଶହ ଶହ ହିନ୍ଦୁ ଝିଅ ପୂର୍ବତନ କଂଗ୍ରେସ ନେତା ନଫିସ୍ ଚି଼ସ୍ତିଙ୍କ ଦ୍ୱାରା ଶୋଷଣ ଓ ନିର୍ଯାତନା…

ସଂସ୍କାର ଭାରତୀର ସାଧାରଣ ପରିଷଦ ବୈଠକ

ବୌଦ୍ଧ : ବୌଦ୍ଧଜିଲ୍ଲାର ଲୋକକଳା ତଥା ଲୋକସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଗଠିତ ହୋଇଥିବା ସଂସ୍କାର ଭାରତୀର ସାଧାରଣ ପରିଷଦ ବୈଠକ…

ଜଲେଶପଟ୍ଟାରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଜଲେଶପଟ୍ଟାରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ବାଲିଗୁଡା: ପବିତ୍ର ଜନ୍ମାଷ୍ଟମୀରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସହ ଅନ୍ତେବାସୀ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ରନôଭଣ୍ଡାରରେ ସୁଡ଼ଙ୍ଗ ଅଛି କି ? ରନôଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ…

ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ

ଜଳେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ…