ରାଇରଙ୍ଗପୁର ନଗର ରେ ଗୃହ ସମ୍ପର୍କ ଅଭିଯାନ ର ଶୁଭାରାମ୍ଭ

ରାଇରଙ୍ଗପୁର ନଗର ରେ ଗୃହ ସମ୍ପର୍କ ଅଭିଯାନ ର ଶୁଭାରାମ୍ଭ । ସ୍ଥାନୀୟ ରଘୁନାଥଜୀଉ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ୧୦ ନମ୍ବର ଓ୍ବାର୍ଡ ରୁ ଅଭିଯାନର ଶୁଭାରମ୍ଭ ହୋଇଥିଲା। ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ମନୀନ୍ଦ୍ର ସୁନ୍ଦର ଦାସ ଙ୍କ ଉପସ୍ଥିତି ରେ ମନ୍ଦିର ରେ ପୂଜାର୍ଚ୍ଚନା ପରେ ରଘୁନାଥ ଜୀଉ ପ୍ରଭାତ ଶାଖା ର ସ୍ବୟଂସେବକ ମାନେ ଏବଂ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ରାଜୀବ ଲୋଚନ ସିଂହ, ନଗର କାର୍ଯ୍ୟବାହ ଦୁଷ୍ମନ୍ତ ଗିରି, ନଗର ବୌଦ୍ଧିକ ପ୍ରମୁଖ ରାଜକୁମାର ବେହେରା, ବସନ୍ତ ଦଳେଇ, ହିନ୍ଦୁ ଜାଗରଣ ସାମୁଖ୍ୟ ର ନଗର ସଂଯୋଜକ ରଂଜନ ଚାନ୍ଦଘଟିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଗବତ ମହାନ୍ତ ଆଦି କାର୍ଯ୍ୟକର୍ତ୍ତା ମାନେ ଅଭିଯାନ ଆରମ୍ଭ କରିଥିଲେ। ନଗର ରେ ଅଭିଯାନ ପାଇଁ ୮ଟି ଟୋଲି ତିଆରି ହୋଇଛି। ରାଇରଙ୍ଗପୁର ଜିଲ୍ଲା ରେ ୧୨ ଟି ଖଣ୍ଡ ଏବଂ ୧ ନଗରରେ ଅଭିଯାନ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *