ସୌମେନ୍ଦ୍ର ଜେନା ଭାରତୀୟ ସମ୍ବାଦ ସେବା (ଭାସ୍)ଭୁବନେଶ୍ୱର-୭୫୧୦୦୩
Category: Odia Articles
ଦେଶ ସୁରକ୍ଷାରେ ଶ୍ୱାନ
ପଞ୍ଚାନନ ଅଗ୍ରୱାଲା ଜାମ୍ମୁ କାଶ୍ମୀରର ଅଖନୁରରେ ଗତ ମାସରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କ…
ମହାରାଷ୍ଟ୍ରର କାହାଣୀ
-ରବି ନାରାୟଣ ପଣ୍ଡାହରିଆଣା ଭଳି ମହାରାଷ୍ଟ୍ରରେ ଭାଜପା କୁ ଅପ୍ରତ୍ୟାଶିତ ବିଜୟ ମିଳିଛି । ଲଗାତାର ତୃତୀୟ ବିଜୟ ମିଳିଛି, ଯାହା…
ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିର
ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିରବାଲିପାଟଣା: ବାଲିପାଟଣା ଅଞ୍ଚଳର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ବୁଦ୍ଧନାଥ ଦେବ ମନ୍ଦିର ସପ୍ତରଥୀ ଶୈଳୀରେ ନିର୍ମିତ…
ନଦୀ ଓ ବନ ସୁରକ୍ଷାର ଉପାୟ
ଦେଶର ସମସ୍ତ ରାଜ୍ୟର ନଦୀଜଳ ପ୍ରବାହ ଅଣ ମୌସୁମୀ ଋତୁରେ ୯୦% ହ୍ରାସ ପାଇଛି। ଏହାର କାରଣ ୯୫% ପର୍ବତରେ ମୂଲ୍ୟବାନ…
ମନ -ବନ୍ଧନ ଓ ମୁକ୍ତି
-ରବିନାରାୟଣ ପଣ୍ଡାଯେତେବେଳେ ମନ ବସ୍ତୁ ସହିତ ଯୋଡ଼ି ହୋଇଯାଏ ସେତେବେଳେ ମନୁଷ୍ୟ ବନ୍ଧନ ଭିତରେ ବାନ୍ଧି ହୋଇଯାଏ । ସେହି ମନ…
ଦ ସାବରମତି ରିପୋର୍ଟ-ଗୋଧ୍ରାକାଣ୍ଡ ପଛର ରହସ୍ୟ
-ଗୋଲଖ ଚନ୍ଦ୍ର ଦାସସତ୍ୟ କେବେ ଲୁଚି ରହେନା । ଦିନେ ନା ଦିନେ ଲୋକଲୋଚନକୁ ଆସିଥାଏ । ଗଣମାଧ୍ୟମ ହେଉଛି ସମାଜର…
ଭାରତ ଉପରେ କଣ ରହିବ ଟ୍ରମ୍ପଙ୍କ ବିଜୟର ପ୍ରଭାବ ?
ଡ. ସମନ୍ୱୟ ନନ୍ଦଆମେରିକାର ସାଧାରଣ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି । କମଳା ହାରିସ ପରାଜିତ ହୋଇଯାଇଛନ୍ତି । ଟ୍ରମ୍ପଙ୍କ…
ପୁଣ୍ୟଶ୍ଳୋକା ଦେବୀ ଅହିଲ୍ୟାବାଈ ହୋଲ୍କର
(୩୦୦ ବର୍ଷ ଜନ୍ମଜୟନ୍ତୀ ଅବସରରେ) ସର୍ବେଶ୍ୱର ବେହେରା ଅଷ୍ଟାଦଶ ଶତାବ୍ଦୀର ଇତିହାସରେ ମହାରାଣୀ ଦେବୀ ଅହିଲ୍ୟାବାଈ ହୋଲକରଙ୍କ କୃତିତ୍ୱ, ବ୍ୟକ୍ତିତ୍ୱ ଓ…