ରାଜା କୃଷ୍ଣ ଦେବ ରାୟଙ୍କ ରାଜ୍ୟାଭିଷେକ

ରାଜା କୃଷ୍ଣ ଦେବ ରାୟଙ୍କ ରାଜ୍ୟାଭିଷେକ୦୮ ଅଗଷ୍ଟ ୧୫୦୯ବିଜୟନଗରର ଗୌରବମୟ ରାଜାଭାରତର ମହାନ ସମ୍ରାଟଙ୍କୁ କୋଟି କୋଟି ପ୍ରଣାମ

ତିଲୁ ରୌତେଲି ଦେବୀ

ତିଲୁ ରୌତେଲି ଦେବୀ।। ୦୮ ଅଗଷ୍ଟ ୧୬୬୧ – ୧୫ ମଇ ୧୬୮୩ ।ାଅଦମ୍ୟ ବୀରତ୍ୱ ଏବଂ ସାହସର ପ୍ରତୀକ ବୀରାଙ୍ଗନାତାଙ୍କ…

୨୦୨୫-୨୬ରେ ଟ୍ରେନ୍‌ ଦୁର୍ଘଟଣା ସଂଖ୍ୟା ମାତ୍ର ୩କୁ ହ୍ରାସ ପାଇଛି

ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ବର୍ଷ ବର୍ଷ ଧରି ନିଆଯାଇଥିବା ବିଭିନ୍ନ ସୁରକ୍ଷା ପଦକ୍ଷେପର ପରିଣାମ ସ୍ୱରୂପ, ଦୁର୍ଘଟଣା ସଂଖ୍ୟାରେ…

ଅଭିଯୋଗ ସମାଧାନରେ ପୂର୍ବତଟ ରେଳପଥ ର ଉଲ୍ଲେଖନୀୟ ଉପଲବ୍ଧି

ପୂର୍ବତଟ ରେଳପଥର ରେଳ ମଦଦ୍ ପୋର୍ଟାଲ୍ ଯାତ୍ରୀଙ୍କ ଅଭିଯୋଗର ସମାଧାନରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି ଏବଂ ଚଳିତ 2025-26 ଆର୍ଥିକ…

ପ୍ରଧାନମନ୍ତ୍ରୀଙ୍କ ‘‘ମନ୍ କି ବାତ୍ ” ରୁ ୩୪.୧୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ମନ୍ କି ବାତ୍” କାର୍ଯ୍ୟକ୍ରମ ସାରା ଦେଶରେ ଘଟୁଥିବା ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରିବା ଏବଂ ଭାରତର…

ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା ଧାମ ମନ୍ଦିର ଏବଂ ଏହାର ପରିସରର ବିକାଶ କାର୍ଯ୍ୟର ଭୂମି ପୂଜନ 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ବିହାରର ସୀତାମଢୀ ଜିଲ୍ଲାରେ ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା…

ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’

ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’ ଆଇସିଏମଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ବର ପକ୍ଷରୁ ୮ ଅଗଷ୍ଟ ୨୦୨୫ରେ…

୨୦୨୫-୨୬ ଆର୍ଥିକ ବର୍ଷରେ ଲକ୍ଷ୍ୟବଦ୍ଧ ସବସିଡି ଜାରି ରଖିବା ନିମନ୍ତେ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦ

୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସବସିଡି ସୁବିଧା ଜାରି ରହିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ…

୨୦୨୪-୨୫ରେ ଏଲପିଜିର ଅନ୍ତର୍ଜାତୀୟ ମୂଲ୍ୟ ଉଚ୍ଚ ସ୍ତରରେ ରହିଥିଲା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଲପିଜି ବିକ୍ରୟରେ ହୋଇଥିବା କ୍ଷତି ପାଇଁ ତିନୋଟି…

ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ…