ବାରଣାସୀ। ଆମେରିକାରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଶିଖ ସମ୍ପ୍ରଦାୟ ସମ୍ପର୍କରେ ଦିଆଯାଇଥିବା ଭାଷଣ ସମ୍ପର୍କରେ ବାରଣାସୀର…
Author: Contributor
ଆସାମର ଅନୁପ୍ରବେଶକାରୀ ଠାରୁ ୭୭,୪୨୦ ବିଘା ଜମି ମୁକ୍ତ କରାଯାଇଛି
ଆସାମରେ ପ୍ରାୟ ୨୯ ଲକ୍ଷ ବିଘା ଜମି ‘ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ବଙ୍ଗାଳୀ ମୁସଲମାନ’ଙ୍କ ଦ୍ୱାରା ଦଖଲ କରାଯାଇଛି। ଏହି ଦାବି…
ଭାରତର ସଂସ୍କୃତି ହେଉଛି ଯାହା ପାଇଛ ତା’ଠାରୁ ଅଧିକ ଦେବା – ସୁମନ୍ତ ଆମଶେଖର
ରାଷ୍ଟ୍ରୀୟ ସ୍ବୟସେବକ ସଂଘର ପଶ୍ଚିମକ୍ଷେତ୍ର ପ୍ରଚାରକ ସୁମନ୍ତ ଆମଶେଖର କହିଛନ୍ତି ଯେ ଜଣେ ଯାହା ପାଇଛି ତା’ଠାରୁ ଅଧିକ ଦେବାର ପ୍ରବୃତ୍ତି…
ଆତଙ୍କବାଦୀ ଘଟଣା ଘଟାଇବାକୁ ଯୋଜନା କରୁଥିବା ତିନି ଜଣ ଖଲିସ୍ତାନୀ ଆତଙ୍କବାଦୀ ଗିରଫ
ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିବା ପୂର୍ବରୁ ପଞ୍ଜାବ ପୋଲିସ ତିନି ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି। କାଉଣ୍ଟର ଇଣ୍ଟେଲିଜେନ୍ସ…
ଇତିହାସର ବାସ୍ତବ ଏବଂ ନିରପେକ୍ଷ ଚିତ୍ରଣ – ମୋଗଲମାନେ ମହାନ ନଥିଲେ
ଆମର ଇତିହାସ ବିବିଧତା, ସଂଘର୍ଷ, ବିକାଶ ଏବଂ ପରିବର୍ତ୍ତନରେ ପରିପୂର୍ଣ୍ଣ। ସ୍କୁଲ ସ୍ତରରେ ଇତିହାସ ପଢ଼ାଇବା କେବଳ ତଥ୍ୟ ପ୍ରଦାନ କରିବା…
ଭାରତୀୟ ମଜଦୂର ସଂଘ ପର୍ଯ୍ଯାବରଣ ସୁରକ୍ଷା, ସମରସତା, ସ୍ୱଦେଶୀ, କୁଟୁମ୍ଭ ପ୍ରବୋଧନ ଏବଂ ନାଗରିକ କର୍ତ୍ତବ୍ୟ ଉପରେ ସ୍ୱତନ୍ତ୍ର ଅଭିଯାନ ଚଲାଇବ
ସରସଂଘଚାଳକ ମୋହନ ଭାଗବତ ମୁଖ୍ୟ ଅତିଥି ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିଆ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ନୂଆଦିଲ୍ଲୀ। ଭାରତୀୟ ମଜଦୁର…
ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କିଛି…
ଆର୍ଥିକ ମହାଶକ୍ତି ଭାବେ ପ୍ରଗତି ହାସଲ କରୁଛି ଭାରତ
ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଭାରତ, ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ରୂପେ ଉଭା ହୋଇଛି । 2030 ସୁଦ୍ଧା ଦେଶ 7.3 ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ମାର୍ଗରେ…
ବଞ୍ଚିତ ବର୍ଗରୁ ମୁଖ୍ୟଧାରା ପର୍ଯ୍ୟନ୍ତ
ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ ଜନଜାତି ସମ୍ପ୍ରଦାୟ ସହିତ ଏକ ନୂତନ ଭାରତ : ଭାରତର ଜନଜାତି ସଂପ୍ରଦାୟ ସାରା ବିଶ୍ବରେ ନିଜର ଗତିଶୀଳତା ଓ ବିବିଧତା ପାଇଁ ପ୍ରସିଦ୍ଧ । ୧୦.୪୫ କୋଟି ବା ମୋଟ ଜନସଂଖ୍ୟାର ୮.୬% ଥିବା ଜନଜାତି ସଂପ୍ରଦାୟ ଭାରତୀୟ ସଭ୍ୟତାର ଏକ ଅଭିନ୍ନ ଅଂଗ । ସେମାନେ ଦେଶର ସମୃଦ୍ଧ ପରମ୍ପରା, ଭାଷା ଏବଂ ଜ୍ଞାନ ପ୍ରଣାଳୀକୁ ସଂରକ୍ଷଣ କରିଛନ୍ତି ଯାହା ଦେଶର ସାଂସ୍କୃତିକ ପରିଚୟକୁ ଆକାର ଦେଇଛି। ସେମାନଙ୍କର ଅବଦାନ କାଳଜୟୀ, ଏପରିକି ରାମାୟଣ ଏବଂ ମହାଭାରତରେ ସେମାନଙ୍କ ଜ୍ଞାନ, ବୀରତ୍ବ ଓ ପ୍ରକୃତି ସହ ସଂପର୍କ କଥା ବର୍ଣ୍ଣନା ଅଛି । ସେମାନଙ୍କର ସମୃଦ୍ଧ ଐତିହ୍ୟ ସତ୍ତ୍ୱେ, ଜନଜାତି ସମ୍ପ୍ରଦାୟର ନେତାମାନଙ୍କୁ ଐତିହାସିକ ଭାବରେ ମୁଖ୍ୟଧାରାର ବିକାଶ କାହାଣୀରୁ ଅଲଗା ରଖାଯାଇଥିଲା । ଦଶନ୍ଧି ଧରି, ସେମାନଙ୍କୁ ବିକାଶ ଆନ୍ଦୋଳନରେ ସମାନ ଅଂଶୀଦାର ହେବା ପରିବର୍ତ୍ତେ ପାରମ୍ପରିକ ସଂସ୍କୃତିର ସଂରକ୍ଷକ ଭାବରେ ଦେଖାଯାଉଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେମାନଙ୍କ ସଶକ୍ତୀକରଣ ପାଇଁ କେତେକ ପରିବର୍ତ୍ତନମୂଳକ ପଦକ୍ଷେପ ଅଣାଯାଇଛି । କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ପାଣ୍ଠିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି, ଯାହା ସରକାରଙ୍କ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜନଜାତି ବିକାଶ ପାଇଁ ଦୃଢ଼ ବଜେଟ୍ ସହାୟତା : ଗତ ଦଶନ୍ଧି ମଧ୍ୟରେ, ଭାରତ ସରକାର ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ଆର୍ଥିକ ବ୍ୟୟବରାଦକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବାର୍ଷିକ ବଜେଟ୍ ତିନିଗୁଣ ବୃଦ୍ଧି ପାଇଛି, ଯାହା ୨୦୧୩-୨୪ରେ ୪୨୯୫.୯୪ କୋଟି ଟଙ୍କାରୁ ୨୦୨୫-୨୬ରେ ୧୪,୯୨୬ କୋଟି ଟଙ୍କା ହୋଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଜନଜାତିଙ୍କ ପାଇଁ ଥିବା ପ୍ରମୁଖ ଯୋଜନାଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ-ଜନମନ ପାଇଁ ୨୪୧୦୪ କୋଟି ଟଙ୍କା ଏବଂ ଧରତୀ ଆବା ଅଭିଯାନ ପାଇଁ ୭୯୧୫୬ କୋଟି ଟଙ୍କା ଅନ୍ତର୍ଭୁକ୍ତ, ଯାହାର ଉଦ୍ଦେଶ୍ୟ ହେଉଛି ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ । ଏହା ସହିତ, ଅନୁସୂଚିତ ଜନଜାତି ପାଇଁ ବିକାଶ କାର୍ଯ୍ୟ ଯୋଜନା (ଡିଏପିଏସଟି) ୨୦୨୩-୧୪ ରେ ୨୪୫୯୮ କୋଟି ଟଙ୍କାରୁ ପାଞ୍ଚ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ରେ ୧.୨୩ ଲକ୍ଷ କୋଟି ଟଙ୍କା ହୋଇଛି, ୪୨ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ ବର୍ତ୍ତମାନ ଏସଟି-କେନ୍ଦ୍ରିତ ପଦକ୍ଷେପରେ ଯୋଗଦାନ ଦେଉଛନ୍ତି। ଏହି କ୍ରସ୍-ସେକ୍ଟୋରାଲ୍ ଆଭିମୁଖ୍ୟ ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଜୀବିକାରେ ବ୍ୟାପକ ଏବଂ ନିରନ୍ତର ପ୍ରଗତି ସୁନିଶ୍ଚିତ କରେ। ଜଙ୍ଗଲ ଅଧିକାର ଆଇନ : ଜନଜାତିଙ୍କ ଭୂମି ଓ ଜୀବିକା ସୁନିଶ୍ଚିତ କରିବା :…
ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ
ଭାରତ ବୁଧବାର ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଏହା ହେଉଛି ଭାରତର ସଂପୂର୍ଣ୍ଣ ସ୍ବଦେଶୀ ବାୟୁ…