ମସ୍କୋ: ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା’ କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି…
Author: Contributor
ପୁଞ୍ଚ ଆକ୍ରମଣର ଗୋଳାବାରୁଦ ଆଫଗାନିସ୍ତାନରୁ ଆସିଥିଲା : ଗୁଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ : ନିକଟରେ ହୋଇଥିବା ପୁଞ୍ଚ ଆକ୍ରମଣ ସଂପର୍କରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗୁଇନ୍ଦା…
ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍ଚର
ଅନୁଗୋଳ:ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍?, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍?ଚର । ଏହାଦ୍ୱାରା କେବଳ…
ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା
ଶ୍ରୀନଗର: ଜମ୍ମୁକଶ୍ମୀରର ମାଛିଲ ସେକ୍ଟରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଅନୁପ୍ରବେଶ…
ଏନ୍ଆଇଏ ରାଜ୍ୟ ପୋଲିସକୁ ମାଗିଲା ରାମନବମୀ ଦଙ୍ଗା ସହିତ ସମ୍ପର୍କିତ କାଗଜପତ୍ର
କୋଲକାତା : କୋଲକାତା ହାଇକୋର୍ଟର ଆଦେଶ ମୁତାବକ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି(ଏନ୍ଆଇଏ) ରାଜ୍ୟ ପୋଲିସ୍କୁ ରାମନବମୀ ସମୟରେ ହାୱଡ଼ା, ହୁଗଲୀ ଏବଂ…
‘ଦ କେରଳ ଷ୍ଟୋରୀ’-ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିକୋର୍ଟ
ନୂଆଦିଲ୍ଲୀ: କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ…
ରାହୁଲଙ୍କୁ ହାଇକୋର୍ଟରେ ଝଟ୍କା: ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା
ଅହମଦାବାଦ: ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବଦନାମ ମାମଲାରେ ଦାଖଲ ହୋଇଥିବା ଅପରାଧିକ ସଂଶୋଧନ…
ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ଘୃଣା କରେ କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି…
ଡିବିରି ଆଲୁଅ ହିଁ ୩୫ ଗାଁର ଭରସା
କଳାହାଣ୍ଡି : ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଲାଣି । ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି…
सर्वोच्च न्यायालय का ‘द केरल स्टोरी’ की रिलीज रोकने से इंकार
नई दिल्ली. सर्वोच्च न्यायालय ने सुदीप्तो सेन निर्देशित फिल्म ‘द केरल स्टोरी’ की रिलीज को चुनौती…