Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Contributor, Author at ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା - Page 279 of 357

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ପ୍ରୟାସ ଜାରି

ନୂଆଦିଲ୍ଲୀ: ଭାରତ ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ସରକାର ଏଥିପାଇଁ…

ଆଠଗାଁ ଠାରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସ ନଗର ଠାରେ ସନ୍ଥ ଶିରୋମଣି ରବି ଦାସଙ୍କ ଏପ…

ପାକ୍ ର ପରାଜୟରୁ ଛାୟା ସନ୍ତ୍ରାସ

-ସୋମେନ୍ଦ୍ର ଜେନ- ôଭାରତୀୟ ସମ୍ବାଦ ସେବା (ଭାସ୍)ଭୁବନେଶ୍ୱର-୭୫୧୦୦୩

ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷକ ଉତ୍ସବ

ବାଲିଚନ୍ଦ୍ରପୁର : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ତାର ୩୪ ତମ ବାର୍ଷିକ ଉସôବ ବିଦ୍ୟାମନ୍ଦିରର…

‘ଯୋଗ’ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କର୍ଣ୍ଣାଟକୀ ଯୁବକ କ୍ରିଷ୍ଣା

ବାଲେଶ୍ୱର: କର୍ଣ୍ଣାଟକ ରାଜ୍ୟର ମହୀଶୂର ସହରର ଯୁବକ କ୍ରିଷ୍ଣା ନାୟକ ପଦଯାତ୍ରାରେ ବାହାରି ସମଗ୍ର ଦେଶ ପରିକ୍ରମା କରିବା ଅବସରରେ ପାଞ୍ଚ…

ବେଲଗୁଣ୍ଠାରେ ପଞ୍ଚୁଦଣ୍ଡ ମହାମିଳନ: ୧୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା: ବେଲଗୁଣ୍ଠା କଂସାରି ସାହିରେ ଗଞ୍ଜାମର ପ୍ରସିଦ୍ଧି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଂସାରି ସାହିର ମାନସିକଧାରୀ…

କଲମା ପଢ଼ି ମୁସଲମାନ ହେବାକୁ ଚାପ ପକାଯାଉଛି

କରାଚି: ପାକିସ୍ତାନର ଜଣେ ହିନ୍ଦୁ ସାଂସଦ ତାଙ୍କର ଜଣେ ସାଂସଦ ସାଥୀଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ…

ଜିଲୁଣ୍ଡିରେ ପଞ୍ଚଦଣ୍ଡ ମହାମିଳନ

ଭଞ୍ଜନଗର: ଭଞ୍ଜନଗରରୁ ୩ କିମି ଦୂର ଜିଲୁଣ୍ଡି ଗ୍ରାମରେ ଶନିବାର ପଞ୍ଚଦଣ୍ଡ ମହା ମିଳନ ଆୟୋଜିତ ହୋଇଯାଇଛି । ଏଥିପାଇଁ ଶନିବାର…

ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ

ନିମାପଡ଼ା: ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ ମହା ସମାରୋହରେ ପାଳନ ହେଉଥିବା ବେଳେ ପୋଲିସ ଓ ଜନତା ଏକକାର ହୋଇଯାଇଛନ୍ତି…

ବୈତରଣୀରୁ ବିରଳ ଗରୁଡ଼ ମୂର୍ତ୍ତି ଉଦ୍ଧାର

ଭଣ୍ଡାରୀପୋଖରୀ :ଏହି ବ୍ଲକ ଅନ୍ତର୍ଗତ ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ ଶନିବାର ଏକ ବିରଳ ଗରୁଡ ମୂର୍ତ୍ତି ଉଦ୍ଧାର କରାଯାଇଛି…