ପିକଅପ ଗାଡିରେ ଗୋଚାଲାଣକୁ ନେଇ ଉତ୍ତେଜନା

ହେମଗିରି : ଛତିଶଗଡ଼ ସୀମାନ୍ତରୁ ଏକ ପିକଅପ ଗାଡି(ମିନି ଟ୍ରକ)ନମ୍ବର ସିଜି୧୩ଏକେ ୨୬୪୨ରେ ୬ଟି ଗାଈକୁ ଲଦି ଚାଲାଣ କରାଯାଉଥିବା ଖବରପାଇ ଜିଲ୍ଲା ବଜରଙ୍ଗ ଦଳ ପ୍ରମୁଖ ପିତାମ୍ବର କିଷାନ ନିଜ ସହଯୋଗୀଙ୍କ ସହ ପହଞ୍ଚି ହେମଗିରି ପୋଲିସ ର ମିକିତ ସହଯୋଗରେ ଗାଈ ଭର୍ତ୍ତି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ ୟଗାଡ଼ିରେ ଥିବା ମୋତିରାମ ପ୍ରଧାନ ଏବଂ ରାଜେଶ ପ୍ରଧାନ ଗାଈଗୁଡିକୁ କେଉଁଠାକୁ ନେଉଛ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଶେଷରେ ପିତାମ୍ବରଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଗାଡିକୁ ଜବତ ଜରିବା ସହ ଦୁଇ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

May be an image of 2 people, rhinoceros, elephant, slow loris and text

Leave a Reply

Your email address will not be published. Required fields are marked *