୧ କ୍ଲିଣ୍ଟାଲ ଗୋ’ମାଂସ ଜବତନାବାଳକ ସମେତ ୫ ଧରାପଡ଼ିଲେକୁତ୍ରା,୨୯/୫: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଅଞ୍ଚଳରେ ପୁଣିଥରେ ଗୋ’ମାଂସ…
Author: Contributor
ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର: ଡିଜିପି
ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର: ଡିଜିପିକଟକ: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ଅନୁପ୍ରବେଶକାରୀମାନେ ରାଜ୍ୟ…
‘ନାଗରିକ ଅଭିନନ୍ଦନ ସମାରୋହ’ର ଶୁଭାରମ୍ଭ
ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକ ଅବସରରେ ‘ନାଗରିକ ଅଭିନନ୍ଦନ ସମାରୋହ’ର ଶୁଭାରମ୍ଭ…
ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର କାର୍ଯ୍ୟକର୍ତ୍ତା ଅଭ୍ୟାସ ବର୍ଗ
ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର କାର୍ଯ୍ୟକର୍ତ୍ତା ଅଭ୍ୟାସ ବର୍ଗ ଭୁବନେଶ୍ୱର, ତା୨୮।୫- ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖାର ତ୍ରିଦିବସୀୟ…
ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ନିମନ୍ତେ ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ନିମନ୍ତେ ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ…
ଏବିଭିପିରଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକ
ଏବିଭିପିରଏକଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକଭୁବନେଶ୍ୱର, ୨୭/୫ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଏକ ଦିବସୀୟ କେନ୍ଦ୍ରୀୟ କାର୍ଯ୍ୟ…
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ,ସଂଘ ଶିକ୍ଷାବର୍ଗ (ସାମାନ୍ୟ) ସମାରୋପ ଉତ୍ସବ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ,ସଂଘ ଶିକ୍ଷାବର୍ଗ (ସାମାନ୍ୟ) ସମାରୋପ ଉତ୍ସବ ଭୁବନେଶ୍ବର/କଟକ:ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି…
ସୁପ୍ରିମକୋର୍ଟରେ ମନ୍ଦିର ମୁକ୍ତି ପାଇଁ ଐତିହାସିକ ଶୁଣାଣି ପୁଣି ଆରମ୍ଭ ହେବ – ଆଲୋକ କୁମାର ଜୀ
ସୁପ୍ରିମକୋର୍ଟରେ ମନ୍ଦିର ମୁକ୍ତି ପାଇଁ ଐତିହାସିକ ଶୁଣାଣି ପୁଣି ଆରମ୍ଭ ହେବ – ଆଲୋକ କୁମାର ଜୀନୂଆଦିଲ୍ଲୀ। ଇଷ୍ଟ ଇଣ୍ଡିଆ କମ୍ପାନୀର…
ବାବା ବୁଢା ଅମରନାଥ ଯାତ୍ରା ଯୋଗୁଁ ହିନ୍ଦୁ ଜନସଂଖ୍ୟାରେ ୪ ପ୍ରତିଶତ ବୃଦ୍ଧିି; ଏହି ବର୍ଷ ଯାତ୍ରା ଅଗଷ୍ଟ ୧୭ ରେ ଆରମ୍ଭ ହେବ – ମିଲିନ୍ଦ ପରାଣ୍ଡେ
ବାବା ବୁଢା ଅମରନାଥ ଯାତ୍ରା ଯୋଗୁଁ ହିନ୍ଦୁ ଜନସଂଖ୍ୟାରେ ୪ ପ୍ରତିଶତ ବୃଦ୍ଧିି; ଏହି ବର୍ଷ ଯାତ୍ରା ଅଗଷ୍ଟ ୧୭ ରେ…
କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨’ ର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ହେବେ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା
ନାଗପୁର ଆରଏସଏସ ମୁଖ୍ୟାଳୟରେ ଚାଲିଛି ‘କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨’ ଶିବିର, ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ହେବେ ଶିଳ୍ପପତି କୁମାର ମଙ୍ଗଳମ…