ବ୍ରଜରାଜନଗରରେ ହିନ୍ଦୁ ନବବର୍ଷରେ ବିଶାଳ ଶୋଭାଯାତ୍ରା

ବ୍ରଜରାଜନଗର: ହିନ୍ଦୁ ନବ ବର୍ଷ ଅବସରରେ ଏକ ବିଶାଳ ଶୋଭାଯାତ୍ରା ମନମୋହନ ଏମଇ ସ୍କୁଲ ପଡିଆ ଠାରୁ ବାହାରି ଧର୍ମଶାଳା ଛକ, ଥାନା ଛକ, ମଙ୍ଗଳ ବଜାର ଛକ ଦେଇ ଷ୍ଟେସନ ଛକ, ପୁରୁଣାବସ୍ତି ଛକ ପରେ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ଛକ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ରେ ସମସ୍ତ ଧର୍ମ ବିଶେଷ ବ୍ୟକ୍ତି ଯୋଗ ଦେଇ ସାମିଲ ହୋଇଥିବା ହଜାର ହଜାର ଭକ୍ତଙ୍କ ସେବା ଓ ସହଯୋଗ କରିଥିଲେ । ହିନ୍ଦୁ ନବବର୍ଷର ଏହି ପାବନ ତିଥି ରେ ଆଦିବାସୀ ନୃତ୍ୟ, ସଂଚାର ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *