Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ଚାଲାଣ ବେଳେ ଓଲଟିଲା ମିନିଟ୍ରକ୍ ୮ ଗୋରୁ ମୃତ, ୧୦ରୁ ଅଧିକ ଆହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ଚାଲାଣ ବେଳେ ଓଲଟିଲା ମିନିଟ୍ରକ୍ ୮ ଗୋରୁ ମୃତ, ୧୦ରୁ ଅଧିକ ଆହତ

କରଞ୍ଜିଆ: ଗୋ-ଚାଲାଣ ବେଳେ ମିନି ଟ୍ରକ ଅଲଟି ୮ ଗୋରୁ ମୃତ ଓ ୧୦ ଆହତ., ବେଆଇନ ଗୋ ଚାଲାଣ ବେଳେ ଓଲଟିଲାପଡ଼ିଲା ମିନିଟ୍ରକ, ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଟଙ୍ଗାବିଲା ନିକଟରେ ଭାରସ୍ୟାମ ହରାଇ ରାସ୍ତା ଉପରେ ଓଲଟିଲା,ଚାଲାଣ ହେଉଥିବା ବଳଦ ମଧ୍ୟରୁ ୮ ରୁ ଅଧିକ ମୃତ୍ୟୁ ହଇଥିବା ବେଳେ ୧୦ ରୁ ଅଧିକ ଗୁରୁତର ହଇଥିବା ସୂଚନା । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ଥାନା ଏବଂ କରଞ୍ଜିଆ ଥାନା ପୋଲିସ ଏକ ବେଆଇନ ବଳଦ ବୋଝେଇ ମିନିଟ୍ରକକୁ ପିଛା କରୁଥିବା ବେଳେ ମିନିଟ୍ରକଟି ଦ୍ରୁତ ଗତିରେ ଠାକୁରମୁଣ୍ଡା, କରଞ୍ଜିଆ ହଇ୪୯ ନମ୍ବର ଜାତୀୟ ରାଜପଥ ରେ କଲିକତା ଅଭିମୁଖେ ଯାଉଥିବା ବେଳେ ଟଙ୍ଗାବିଲା ଅଭୋରବ୍ରିଜ ନିକଟରେ ଭାରଶ୍ୟାମ ହରାଇ ଓଲଟିପଡିଲା । ଫଳରେ ମିନିଟ୍ରକରେ ବେଆଇନ ଭାବେ ଚାଲାଣ ହେଉଥିବା ୨୦ ରୁ ଊର୍ଦ୍ଧ୍ୱ ବଳଦଙ୍କ ମଧ୍ୟରୁ ୮ରୁ ଅଧିକ ବଳଦର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବଳଦ ଗୁଡିକ ଗୁରୁତର ଆହତ ହୋଇଥିବା ତେବେ ଗାଡିଟି ଦୁର୍ଘଟଣା ଗ୍ରସ୍ତହେବା ପରେ, ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଏବଂ ହେଲପରେ ଫେରାର ହଇଯାଇଥିବା ବେଳେ ଗାଡ଼ିକୁ ଜବତ କରିଛି ଯଶିପୁର ପୋଲିସ ।ତେବେ ଉକ୍ତ ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା, ପୋଲିସ ତରବରିଆ ଭାବେ ଗାଡି ଏବଂ ବଳଦକୁ ଜେ. ସି. ବି. ସାହାଯ୍ୟରେ ଉଠାଉ ଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଜବତ ଗାଡିର ନୁମ୍ବର୨୨ ୩୮୫୪ ବୋଲି ଜଣା ପଡିଛି

Leave a Reply