Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋଷାଗୁମୁଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ବୁଧବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଷାଗୁମୁଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ବୁଧବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ

କୋଷାଗୁମୁଡ଼ା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ବୁଧବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । କୋଷାଗୁମୁଡ଼ା ବଜାର କମିଟି ଓ ଯୁବକ ସଂଘ ତରଫରୁ ଏକ ବାଇକ ରାଲି ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି ଏକ ନଗର ପରିକ୍ରମା ଶ୍ରୀ ହନୁମାନଙ୍କ ଜୟ ଧ୍ୱନୀ ଦେଇ ଶ୍ରୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସି ଶେଷ ହୋଇଥିଲା । ଏହି ବାଇକ୍ ରାଲିରେ ପ୍ରାୟ ଶହେରୁ ଅଧିକ ସଂଖ୍ୟକ ହିନ୍ଦୁ ଧର୍ମାବଲମ୍ବୀ ସନାତନ ଥିଲେ ।

Leave a Reply