Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତମ ଅର୍ଥନୀତି ଭାବେ ଉଭା ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତମ ଅର୍ଥନୀତି ଭାବେ ଉଭା ହେବ


ବେଙ୍ଗାଲୁରୁ: କୋଲକାତାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଯୋଗ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଖୁବଶୀଘ୍ର ଶୀର୍ଷରେ ପହଞ୍ଚିବ । ୨୦୪୭ ସୁଦ୍ଧା ଦେଶ ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ । ଆହୁରି କହିଛନ୍ତି ଯେ, ଏକ ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ । ଏହି ଦିନ ଦୂରରେ ନୁହେଁ ।

Leave a Reply