Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁର ·ଲାଣ କଟିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁର ·ଲାଣ କଟିଛି


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍ ୟ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସନୁକଙ୍କ ନାଁରେ କଟିଛି ଟ୍ରାଫିକ୍ ·ଲାଣ । କାରରେ ସିଟ୍ ବେଲ୍ଟ ଦେଇନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି । ସିଟ୍ ବେଲ୍ଟ ପାଇଁ ୧୦୦ ପାଉଣ୍ଡ ·ଲାଣ କାଟିଛି ପୋଲିସ । ନିଜ୍ ଭୂଲକୁ ସ୍ୱିକାର କରିଛନ୍ତି ବ୍ରିନେଟ୍ ଇଲଂଣ୍ଡ ପ୍ରଧାନମନ୍ତ୍ରୀ ଋଷି ସନୁକ୍ । ନିୟମ ସମସ୍ତଙ୍କ ପାଇଁ ସମାନ । ସେ ସାଧାରଣ ଲୋକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ଲଣ୍ଡନରେ । ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁ ·ଲାଣ କଟିଛି । ଗୁରୁବାର ଲଙ୍କାସାୟର ପୋଲିସ ପ୍ରଧାନମନ୍ତ୍ରୀ ଋଷି ସମୁନଙ୍କୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ପାଇଁ ଫାଇନ୍ ପଡ଼ିଛି । ସୂଚନା ଅନୁଯାୟୀ, ଇଂଲଣ୍ଡର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଗାଡ଼ି ·ଲୁଥିବା ସମୟରେ ପିଏମ୍ ଋଷି ସନୁକ୍ ଏକ ଭିଡିଓ କରିବା ପାଇଁ ସିଟ୍ ବେଲ୍ଟ ହଟାଇଥିଲେ । ଏନେଇ ପୋଲିସ୍ ତାଙ୍କୁ ଅଟକାଇ ·ଲାଣ କାଟିଥିଲା । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ପାଇଁ ପିଏମଙ୍କ ନାଁରେ ୧୦୦ ପାଉଣ୍ଡର ଫାଇନ୍ ପଡ଼ିଛି । ଋଷି ସନୁକ୍ ·ଲାଣ କଟିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ଡାଉନିଂ ଷ୍ଟ୍ରିଟ୍ ପ୍ରବକ୍ତା ଏହାକୁ ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଟ୍ରାଫିକ୍ ଉଲଙ୍ଘନ ହୋଇଛି ଏହାକୁ ମଧ୍ୟ ସେ ସ୍ୱିକାର କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ପ୍ରବକ୍ତା କହିଛନ୍ତି । ବ୍ରିଟେନରେ ବିନା ସିଟ୍ ବେଲ୍ଟରେ ଗାଡ଼ି ·ଳନା କଲେ ୧୦୦ ପାଉଣ୍ଡ ପର୍ଯ୍ୟନ୍ତ ତକ୍ରାଳ ଜୋରିମନା ପଡ଼ିଥାଏ । ଏହି ମାମଲା କୋର୍ଟରେ ଉପସ୍ଥାପନା ହେଲେ ୫୦୦ ପାଉଣ୍ଡ ଦେବାକୁ ପଡ଼ିବାର ନିୟମ ରହିଛି । ଜରୁରୀକାଳୀନ ପରିସ୍ଥିତି ତଥା ମେଡିକାଲ ପରିପେକ୍ଷୀରେ ଫାଇନ୍ ଦେବାକୁ ପଡ଼ିନଥାଏ । ଋଷି ସନୁକ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ୧୦୦ରୁ ଅଧିକ ଲୋକାଭିମୁଖୀ ଯୋଜନାରେ ରାଜସ୍ୱ ପାଇଁ “ଲେଭଲିଂ ଅଫ୍ ଫଣ୍ଡ’ ଘୋଷଣା କରିଛନ୍ତି । ଆଉ ଏହାର ପ୍ରମୋସନ୍ ପାଇଁ ଭିଡିଓ ତିଆରି କରୁଥିଲେ । ତେବେ ବିନା ସିଟ୍ ବେଲ୍ଟରେ ଏହି ଭିଡିଓ କରୁଥିବା ବେଳେ ସ୍ଥାନୀୟ ପୋଲିସ ପିଏମଙ୍କ ·ଲାଣ କାଟିଥିଲା ।

Leave a Reply