Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମକରମେଳା ଉପଲକ୍ଷେ ମା ସାହାଡ଼ା ସୁନ୍ଦରୀ ପିଠରେ ବୃକ୍ଷରୋପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମକରମେଳା ଉପଲକ୍ଷେ ମା ସାହାଡ଼ା ସୁନ୍ଦରୀ ପିଠରେ ବୃକ୍ଷରୋପଣ

କୟାଁଗୋଲା, ୧୬/୦: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ର ଦଶରଥପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ ବିରଜା ଦାସ ଙ୍କ ନେତୃତ୍ୱରେ ମକର ମେଳା ଉପଲକ୍ଷେ ଦଶରଥପୁର ଖଣ୍ଡରେ ମା ସାହାଡ଼ା ସୁନ୍ଦରୀ ପିଠ ରେ ବୃକ୍ଷ ରୋପଣ ଓ ମକର ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଶରଥପୁର ର ସମସ୍ତ ସ୍ୱୟଂସେବକ ସଂଘ ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ବିରଜା ଦାସ ବୃକ୍ଷ ହିଁ ଜୀବନ ଉପରେ ଆଲୋକପାତ କରିଥିଲେ ତତ୍ ସହ ପ୍ରତି ମାସ ପ୍ରାୟ ୧୦୦ ରୁ ଅଧିକ ଗଛ ଲଗାଇବା ପାଇଁ ସଂଘ ତରଫରୁ ନିଷ୍ପତି ନିଆଯାଇଛି । ଏଥିରେ ସଂଘର କାର୍ଯ୍ୟକର୍ତା ବିଶ୍ୱଜିତ୍ ନାୟକ, ରାକେଶ ନାୟକ, ସୁଜିତ୍ ନାୟକ, ଭବତୋଷ ପାଣିଗ୍ରାହୀ, ସୁଶାନ୍ତ ସାହୁ,କୁଲୁ ସାହୁ, ରାକେଶ ସାହୁ, ଚନ୍ଦନ ନାୟକ ସମସ୍ତେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave a Reply