Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବରିଷ୍ଠ ପ୍ରଚାରକ ହସ୍ତିମଲଜୀ ହସ୍ତିମଲଜୀଙ୍କ ଦେହାନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବରିଷ୍ଠ ପ୍ରଚାରକ ହସ୍ତିମଲଜୀ ହସ୍ତିମଲଜୀଙ୍କ ଦେହାନ୍ତ

ଦୁଃଖଦ ଖବର :- ରାଷ୍ଟ୍ରୀୟ_ସ୍ଵୟଂସେବକ_ସଂଘ ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ନିମନ୍ତ୍ରିତ ସଦସ୍ୟ, 77 ବର୍ଷୀୟ ଶ୍ରୀମାନ ହସ୍ତିମଲଜୀ, ବରିଷ୍ଠ ପ୍ରଚାରକ ଆଜି ସକାଳ 7:30 ରେ ତାଙ୍କ ମୁଖ୍ୟ କାର୍ଯ୍ୟାଳୟ ରାଜସ୍ଥାନ ଉଦୟପୁରରେ ପରଲୋକ ହୋଇଯାଇଛି l ଗତ 4-5 ଦିନ ଧରି ପାଟି ଓ ଗଳାରେ ଯନ୍ତ୍ରଣା ହେତୁ କଥା ହେବା ବନ୍ଦ ହୋଇଗଲା l ବାକି ସବୁ ଠିକ୍ ଥିଲା l ସେ ନିଜ ଶରୀର ଦାନ କରିବା ପରେ ତାଙ୍କ ଚିଠିକୁ ଲେଖି ସାରିଛନ୍ତି l ହସ୍ତିମଲଜୀ ଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହେବ l ଆଜି ଉଦୟପୁର କାର୍ଯ୍ୟାଳୟରେ ଶେଷ ଦର୍ଶନ ବ୍ୟବସ୍ଥା କରାଯାଇଛି l

Leave a Reply