भुवनेश्वर, 15 अगस्त। आज स्वतंत्रता दिवस के अवसर पर राष्ट्रीय स्वयंसेवक संघ के सरसंघचालक डॉ. मोहन…
Year: 2025
୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର! ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି। ସ୍ୱାଧୀନତା ଦିବସ…
୧୫ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ
ଆଜି ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି ।…
ଆମେ କୃଷି କ୍ଷେତ୍ର ଏବଂ ଦେଶର ସ୍ୱାର୍ଥକୁ ପ୍ରଭାବିତ ହେବାକୁ ଦେବୁ ନାହିଁ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ବିଭିନ୍ନ…
ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’
ଭୁବନେଶ୍ବର : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୫-୧୬ ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ ପାଳନ କରାଯାଉଛି ।…
ଓଡ଼ିଶାର ୯ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ
ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ ମୋଟ୍ ୧୦୯୦ ଜଣ ପୁଲିସ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର ସେବା କର୍ମୀଙ୍କୁ ସାହସିକତା ଓ…
ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି। ଗ୍ରାମ ସଭା କିମ୍ବା ଅନ୍ୟ…
ପ୍ରଶଂସନୀୟ ସେବା ପାଇଁ ପଦକ ଗ୍ରହଣ କଲେ ୧୫ ଜଣ ଅଧିକାରୀଓ କର୍ମଚାରୀ
ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ପୁଲିସ ବଳ (ଆରପିଏଫ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ନିମ୍ନଲିଖିତ ଅଧିକାରୀ ଏବଂ…
ହର ଘର ତିରଙ୍ଗା: ଜନସାଧାରଣଙ୍କ ଏକ ଉତ୍ସବ
13.08.2025 : ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଆରମ୍ଭ ହୋଇଥିବା ହର ଘର ତିରଙ୍ଗା ଅଭିଯାନକୁ ଭାରତର ଜାତୀୟ ପତାକା ସହିତ ସମ୍ପର୍କକୁ…
ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜର ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଥିଲେ; ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରେଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ
କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘‘ହର ଘର ତ୍ରିରଙ୍ଗା” ଅଭିଯାନ ଅଧୀନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘‘ହର ଘର ତ୍ରିରଙ୍ଗା’’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶପ୍ରେମର ଭାବନାକୁ ମଜବୁତ କରିବା ପାଇଁ ଏକ ଜନ ଅଭିଯାନରେ ପରିଣତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହି ଅଭିଯାନ ଦର୍ଶାଉଛି ଯେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି । ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ।