ନୂଆଦିଲ୍ଲୀ: ପୁଣିଥରେ ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ । ପୁଣିଥରେ ହେବ ମିସନ ଚଦ୍ରାୟନ । ଚନ୍ଦ୍ରାୟନ-୩…
Year: 2023
ମୋତେ ଅରୁଣ ହିଁ ରାମଙ୍କ ସ୍ୱରୂପ ଭାବେ ନଜର ଆସୁଥିଲେ-ସ୍ୱାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରକୁ ଅତି ଜୀବନ୍ତ ଭାବେ ଅଭିନୟ କରିଥିଲେ ।? ସେହି…
୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ହିତାଧିକାରୀଙ୍କୁ ମାଗଣାରେ ତିନିଟି ରନ୍ଧନଗ୍ୟାସ ସିଲିଣ୍ଡର ଗ୍ୟାସ ଭରିବାର ସୁଯୋଗ ମିଳିଥିବାବେଳେ ଓଡିଶାର ହିତାଧିକାରୀମାନେ ବିନା…
ଜାଗୋ ମହୋତ୍ସବ ଯୁବଯାତ୍ରା ୨୫ ଡିସେମ୍ବରରେ
ଭବାନୀପାଟଣା: ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଭୁବନେଶ୍ୱର ବ୍ରାଞ୍ଚ୍ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ସନେ୍ଦଶ ପ୍ରଚାର ପ୍ରସାର କରିବା ନିମନ୍ତେ ଉଠୋ ଜାଗୋ…
ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ
କଣାସ: କଣାସ ବ୍ଲକ ଅନ୍ତଗର୍ତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ ଆଜି ବିଦ୍ୟାଳୟ…
ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ଭୁବନେଶ୍ୱର: ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ଭାବେ…
ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ ମଞ୍ଜୁରି ମିଳିଛି ।…
ଓଡ଼ିଆ ପର୍ବତାରୋହୀ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ-ଆଲ୍ଟିଟୁ୍ୟଡ୍ କୁଆରି ପାସ୍ ଆରୋହଣ କରିଛନ୍ତି
ଭବାନୀପାଟଣା: ଏଭରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱରେ ୩ ଜଣିଆ ପର୍ବତାରୋହୀ ଦଳ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ…
ଇସଲାମ ବନାମ ପଶ୍ତୁନ : କେଉଁ ପରିଚୟଟି ବଡ ?
–ଡ. ସମନ୍ୱୟ ନନ୍ଦ–ଗୋଟିଏ ପଟେ ପାକିସ୍ତାନର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଥିବା ବେଳେ ଏବେ ତେହେରିକ-ଏ- ତାଲିବାନ ବା (ଟିଟିପି)ତାର…
ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ : ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା
ଥିରୁଭାନନ୍ତପୁରମ: ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅହିଂସା…