Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
February 2023 - Page 7 of 27 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭୦୦୦ ଅଜଣା ଦ୍ୱୀପ ଆବିଷ୍କାର କଲା ଜାପାନ

ଟୋକିଓ : ଜାପାନ ସରକାର ଏବେ ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଜାପାନ ଜଳସୀମା ମଧ୍ୟରେ ପ୍ରାୟ ୭…

ଫିଜିରେ ବିଜି ଜୟଶଙ୍କର

-ସୌମେନ୍ଦ୍ର ଜେନା- ଭାରତୀୟ ସମ୍ବାଦ ସେବା (ଭାସ୍)ଭୁବନେଶ୍ୱର-୭୫୧୦୦୩

ଆପୋଲୋ ହଷ୍ପିଟାଲର ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ୨୫ ତାରିଖରେ ଗଣଧାରଣା

ତା୨୨/୦୨/୨୦୨୩ , ଭୁବନେଶ୍ୱର, ଭାରତୀୟ ମଜ୍ବୁତ୍ ସଂଘ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଆପୋଲୋ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ…

ଗୋ-ମାଂସ ସହ ଟେମ୍ପୋ ଜବତ, ୪ ଅଟକ

କଣ୍ଟବାଞ୍ଜି : ଫେବୃଆରୀ ୧୯ ତାରିଖ ଦିନ ବାଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ୱାର୍ଡ ନଂ.୧୫ ଟାଲିପଡା ନିକଟସ୍ଥ ରେଲବାଇ ସତନାମି…

କଳମଛୁଇଁ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ…

ଧାନମଣ୍ଡଳ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ

ଚଣ୍ଡିଖୋଲ: ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନମଣ୍ଡଳ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍…

ଭଦ୍ରକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୀର ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ଓ ଶୋଭାଯାତ୍ରା

ଭଦ୍ରକ: ଫେବୃଆରୀ ୨୦ ତାରିଖ ଦିନ ଅପରାହ୍ନ ·ରିଟା ସମୟରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଅଛି ।…

ଚନ୍ଦ୍ର ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ) । ଭାରତର ଚନ୍ଦ୍ର ଅଭିଯାନକୁ…

ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ତତ୍କାଳ ଶୁଣାଣିକୁ ମନା କଲେ ଖଣ୍ଡପୀଠ

ମୁମ୍ବାଇ : ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା ୟ ଶିବସେନା ନାଁ ଓ ଦଳୀୟ ଚିହ୍ନ ·ଲିଯିବା ପରେ ସର୍ବୋଚ୍ଚ…

ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାର ୧୧ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରି ଉଚ୍ଚତ୍ତମ ନ୍ୟାୟାଳୟରେ ମାମଲା ଆଗତ କଲେ ଗୁଜୁରାଟ ସରକାର

ନୂଆଦିଲ୍ଲୀ : ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା…