ଟୋକିଓ : ଜାପାନ ସରକାର ଏବେ ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଜାପାନ ଜଳସୀମା ମଧ୍ୟରେ ପ୍ରାୟ ୭…
Month: February 2023
ଫିଜିରେ ବିଜି ଜୟଶଙ୍କର
-ସୌମେନ୍ଦ୍ର ଜେନା- ଭାରତୀୟ ସମ୍ବାଦ ସେବା (ଭାସ୍)ଭୁବନେଶ୍ୱର-୭୫୧୦୦୩
ଆପୋଲୋ ହଷ୍ପିଟାଲର ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ୨୫ ତାରିଖରେ ଗଣଧାରଣା
ତା୨୨/୦୨/୨୦୨୩ , ଭୁବନେଶ୍ୱର, ଭାରତୀୟ ମଜ୍ବୁତ୍ ସଂଘ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଆପୋଲୋ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ…
ଗୋ-ମାଂସ ସହ ଟେମ୍ପୋ ଜବତ, ୪ ଅଟକ
କଣ୍ଟବାଞ୍ଜି : ଫେବୃଆରୀ ୧୯ ତାରିଖ ଦିନ ବାଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ୱାର୍ଡ ନଂ.୧୫ ଟାଲିପଡା ନିକଟସ୍ଥ ରେଲବାଇ ସତନାମି…
କଳମଛୁଇଁ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ
ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ…
ଧାନମଣ୍ଡଳ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ
ଚଣ୍ଡିଖୋଲ: ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନମଣ୍ଡଳ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍…
ଭଦ୍ରକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୀର ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ଓ ଶୋଭାଯାତ୍ରା
ଭଦ୍ରକ: ଫେବୃଆରୀ ୨୦ ତାରିଖ ଦିନ ଅପରାହ୍ନ ·ରିଟା ସମୟରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଅଛି ।…
ଚନ୍ଦ୍ର ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ
ନୂଆଦିଲ୍ଲୀ : ଚନ୍ଦ୍ରଯାନ ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ) । ଭାରତର ଚନ୍ଦ୍ର ଅଭିଯାନକୁ…
ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ତତ୍କାଳ ଶୁଣାଣିକୁ ମନା କଲେ ଖଣ୍ଡପୀଠ
ମୁମ୍ବାଇ : ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା ୟ ଶିବସେନା ନାଁ ଓ ଦଳୀୟ ଚିହ୍ନ ·ଲିଯିବା ପରେ ସର୍ବୋଚ୍ଚ…
ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାର ୧୧ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରି ଉଚ୍ଚତ୍ତମ ନ୍ୟାୟାଳୟରେ ମାମଲା ଆଗତ କଲେ ଗୁଜୁରାଟ ସରକାର
ନୂଆଦିଲ୍ଲୀ : ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା…