ଭଦ୍ରକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୀର ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ଓ ଶୋଭାଯାତ୍ରା


ଭଦ୍ରକ: ଫେବୃଆରୀ ୨୦ ତାରିଖ ଦିନ ଅପରାହ୍ନ ·ରିଟା ସମୟରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ନିକଟରୁ ଏକ ସୁସଜ୍ଜିତ ଭବ୍ୟ ଶୋଭାଯାତ୍ରା ସମଗ୍ର ଭଦ୍ରକ ନଗର ପରିକ୍ରମା କରିଥିଲା ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୂର୍ଗା ବାହିନୀ, ମାତୃଶକ୍ତି ମନେ ବହୁ ସଂଖ୍ୟାରେ ଯୋଗଦାନ କରି ଥିଲେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ପ୍ର·ର ପ୍ରମୁଖ ମାନନୀୟ ମାନସ ରଞ୍ଜନ ମହାନ୍ତି, ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ଦୂର୍ଗା ବାହିନୀ ପ୍ରାନ୍ତ ସଞ୍ଜୋଜିକା ସୂଶ୍ରି ସିପ୍ରା ରାଉତ, ଦୂର୍ଗା ବାହିନୀ ବିଭାଗ ସଂଜୋଜିକା ସୁଭସ୍ମିତା ରାଉତ, ଜିଲ୍ଲା ସଂଯୋଜିକା ମଧୁସ୍ମିତା ମହାପାତ୍ର, ବିଭାଗ ସମ୍ପାଦକ ମାନନୀୟ ବିଜୟ କୁମାର ସିହ୍ନା, ଜିଲ୍ଲା ସମ୍ପାଦକ ମାନନୀୟ କାହୁଁ ଚରଣ ସିଂ ସତସଙ୍ଗ ପ୍ରମୁଖ ମାନନୀୟ ବିଜୟ କୁମାର ବାରିକ ଜିଲ୍ଲା ସଂଯୋଜକ ମାନ୍ୟ ଜୟ ପ୍ରକାଶ ପତି, ସହ ସଂଯୋଜକ ତପନ କୁମାର ମହାନ୍ତି, ବିଦ୍ୟାର୍ଥି ପ୍ରମୁଖ ଖିତିଶ୍ ଚନ୍ଦ୍ର ରାଉତ, ସୂଚନା ପ୍ରମୁଖ ନିମାଇଁ ଚରଣ ଦାସ, ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ କୁମାର ପୃଷ୍ଟି, ସଞ୍ଜୀବ କୁମାର ଦାସ,ବ୍ୟୋମକେଶ ମହାନ୍ତି, କୃଷ୍ଣ ଚନ୍ଦ୍ର ଦାଶ, ହୁର୍ଷିକେସ ଗୋସ୍ୱାମୀ,ବିଭାସ୍ୱ୍ କୁମାର ନାଥ,ସୁଦାମ ସେଠୀ, ସୁଦର୍ଶନ ମଲ୍ଲିକ, ରଥ କିଶୋର ସାମଲ, ସୈଳେନ୍ଦ୍ର ସେନାପତି, ଉକ୍ରଳ କେଶରୀ ନାୟକ, ଚିତ୍ତରଞ୍ଜନ ପଲାଇ, ପୁନିଲ ସାମନ୍ତ, ପୁଷ୍ପକ ପାତ୍ର, ମିଥଲେଶ ଦାସ, ସନ୍ତୋଷ ବେହେରା,ପ୍ରଦୀପ ଦେଓ, ମାୟାଧର ସ୍ୱାଇଁ, ସଞ୍ଜୟ ଦଳାଇ, ଦୀପକ କୁମାର ବାରିକ,ସମ୍ବିତ ନାୟକ,ବିଶ୍ୱଜିତ ନାୟକ, ପ୍ରିୟବ୍ରତ ନାୟକ, ସୁଧିରଞ୍ଜନ ନାୟକ, ଗୌରିଶଙ୍କର ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଶୋଭାଯାତ୍ରାକୁ ସମାପନ କରଯାଇଥିଲା ।

Leave a Reply

Your email address will not be published. Required fields are marked *