Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ତରଫରୁ ରେଭେନ୍ସା କ୍ୟାମ୍ପସ ୟୁନିଟ ଗଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ତରଫରୁ ରେଭେନ୍ସା କ୍ୟାମ୍ପସ ୟୁନିଟ ଗଠିତ

କଟକ୍‌(ଭାସ୍କର ନ୍ୟୁଜ୍‌): ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ କଟକ ଜିଲ୍ଲା ରେଭେନ୍ସା ନଗର ତରଫରୁ ରେଭେନ୍ସା ମହାବିଦ୍ୟାଳୟରେ ଯୁକ୍ତଦୁଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୂତନ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି । କ୍ୟାମ୍ପସ ୟୁନିଟର ସଭାପତି ଭାବେ ଯୁକ୍ତ ଦୁଇ କଳା ବିଭାଗର ଛାତ୍ର କୁଲଦୀପ ମହା ଦାସ ଓ ସମ୍ପାଦକ ରୁପେ ଏମଡି ସଦିକ ହାମଧାନ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ୪ ଜଣ ଉପସଭାପତି,୪ ଜଣ ସହ ସମ୍ପାଦକ, ସମସ୍ତ ଆୟମ ଓ ଗତବିଧି ଦାୟିତ୍ୱ ପ୍ରଦାନ କରାଯାଇଛ

Leave a Reply