ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରକ୍ଷା ବନ୍ଧନ ଉତ୍ସବ

ବଲାଙ୍ଗିର : ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସହିତ ସାମାଜିକ ସମରସତା ପୌରାଣିକ କାଳରୁ ଆଧୁନିକ ସମୟ ରେ ସମାଜ ସୁରକ୍ଷା ର ର୍ବାା ମୁଖ୍ୟ ବକ୍‌ତା ଜନ୍ମ ଜୟ ପାଣିଗ୍ରାହୀ( କୁଟୁମ୍ବ ପ୍ରବୋଧନ ପ୍ରାନ୍ତ ସଂଯୋଜକ) ପ୍ରକାଶ କରିଥିଲେ ୟ, ନଘର ସଂଘ୍ ଚାଳକ ଭକ୍‌ତ ମଣି ମିଶ୍ର ଉପସ୍ଥିତି ରେ, ସହ ନଗର କାର‌୍ୟବହା ବୀରକିଶୋର ସୁନା କାର୍ଯ ସଞ୍ଚାଳନ କଲେୟ କେଶବ ପଟେଲ, ସୁରେନ୍ଦ୍ର ଭାଇ, ସଞ୍ଜୟ ଭାଇ ପ୍ରମୁଖ ସଂଯୋଜନା ସହଯୋଗ ରେ ହୋଇଥିଲାୟ ପ୍ରିୟବ୍ରତ ଥାନପତି ମୁଖ୍ୟ ଶିକ୍ଷକ, ଓମ୍ ଭାଇ ବ୍ୟକ୍‌ତିଗତ ଗୀତ, ଆଦିତ୍ୟ ତ୍ରିପାଠୀ ପ୍ରାର୍ଥନା ବୋଲି ଥିଲେୟସଂଘ ର ଗୌରୀକ ପତାକା କୁ ରକ୍ଷା ସୂତ୍ର ବନ୍ଧନ ପରେ ଭାଇ ଭଉଣୀ ମାନେ ରକ୍ଷା ସୂତ୍ର ବନ୍ଧନ କରିଥିଲେ ।

Leave a Reply

Your email address will not be published. Required fields are marked *