ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ, କନ୍ଧମାଳ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ – ଶ୍ରୀ ଜଗତ୍ତାଥ ସଂସ୍କୃତି ସୁରକ୍ଷା ଅଭିଯାନ, କନ୍ଧମାଳ ପକ୍ଷରୁ ବୁଧବାର ଶିବାଶିଷ ପଣ୍ଡା ଙ୍କ ନେତୃତ୍‌ୱ ରେ ଫୁଲବାଣୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଶ୍ରୀ ମନ୍ଦିର ରେ ପ୍ରବେଶ କରିଥିବା ଗୋ ମାଂସ ଭକ୍ଷଣ କାରୀ ମହିଳା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରି ଦିର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପରେ ଜିଲାପାଳ ଙ୍କ ଜରିଆରେ ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପରେଶ ମହାପାତ୍ର, ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ, ବରିଷ୍ଠ ସାମ୍ୱାଦିକ ସୁନୀଲ ପଟନାୟକ ଅଶୋକ ପରିଡା, ଆଇନଜିବି ରମେଶ ମହାନ୍ତି ପ୍ରମୂଖ ଙ୍କ ସମେତ ବହୁ ଜଗତ୍ତାଥ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ ା

Leave a Reply

Your email address will not be published. Required fields are marked *