ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା

ଅଯୋଧ୍ୟା: ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା। ଭକ୍ତି, ଆଧ୍ୟାତ୍ମିକତା ଓ ଆଧୁନିକ ଆଲୋକସଜ୍ଜାର ଅପୂର୍ବ ସମନ୍ୱୟରେ ଆୟୋଜିତ ହୋଇଛି ଦଶମ ଭବ୍ୟ ଦୀପୋତ୍ସବ। ସରଯୂ ନଦୀକୂଳର ‘ରାମ କୀ ପୈଡ଼ି’ରେ ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନର ଆୟୋଜନ ସହ ଲେଜର୍ ସୋ ଏବଂ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣ ବଢ଼ାଇଛି।

Leave a Reply

Your email address will not be published. Required fields are marked *