ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଆୟୋଜିତ ଶ୍ରୀ ବିଜୟାଦଶମୀ ଉତ୍ସବ, ୨୦ ଅକ୍ଟୋବର, ୨୦୨୬, ମଙ୍ଗଳବାର ସକାଳ ୭:୪୦ ସମୟରେ ନାଗପୁରର ରେଶିମବାଗରେ ଅନୁଷ୍ଠିତ ହେବ। ଦୈନିକ ଜାଗରଣର ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଏବଂ ପରମ ପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ଉଦ୍ ବୋଧନ ହେବ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଯୁଗାବ୍ଦ ୫୧୨୮
ଶ୍ରୀ ବିଜୟାଦଶମୀ ଉତ୍ସବ, ନାଗପୁର ମହାନଗର
କାର୍ଯ୍ୟକ୍ରମର ବିବରଣୀ
- ତାରିଖ: ମଙ୍ଗଳବାର ୨୦ ଅକ୍ଟୋବର, ୨୦୨୬ (ଆଶ୍ୱିନ ଶୁକ୍ଳ ଦଶମୀ)
- ସମୟ: ପ୍ରାତଃ ୭:୪୦ ଟା
- ସ୍ଥାନ: ରେଶିମବାଗ, ନାଗପୁର
- କାର୍ଯ୍ୟକ୍ରମର ୧୦ ମିନିଟ୍ ପୂର୍ବରୁ ଆସନ ଗ୍ରହଣ କରିବାକୁ ଅନୁରୋଧ।
- ପ୍ରମୁଖ ଅତିଥି: ମା. ସଞ୍ଜୟ ଜୀ ଗୁପ୍ତା (ମୁଖ୍ୟ ସମ୍ପାଦକ, ଦୈନିକ ଜାଗରଣ)
- ଉଦ୍ ବୋ ଧନ: ମା. ଡା. ମୋହନ ଜୀ ଭାଗବତ (ପ. ପୂ. ସରସଂଘଚାଳକ)
ଆପଣଙ୍କୁ ଅନୁରୋଧ ଯେ ଆପଣ ସପରିବାର ଉପସ୍ଥିତ ରହି ଆମକୁ ଅନୁଗୃହୀତ କରନ୍ତୁ।
ବିନୀତ:
ରାଜେଶ ଲୋୟା ମହାନଗର ସଂଘଚାଳକ, ନାଗପୁର