ଢେଙ୍କାନାଳ ନଗର ର ହାଉସିଂ ବୋର୍ଡ ଅଞ୍ଚଳ ରେ ହିନ୍ଦୁ ସମ୍ମିଳନୀ

ଢେଙ୍କାନାଳ ନଗର ର ହାଉସିଂ ବୋର୍ଡ ଅଞ୍ଚଳ ରେ ଆଜି ତା୨୬-୦୧-୨୦୨୬ରିଖ ସୋମବାର ରେ ଅନୁଷ୍ଠିତ ବିରାଟ ହିନ୍ଦୁ ସମ୍ମିଳନୀ। ମୁଖ୍ଯବକ୍ତା ରୂପେ ଶ୍ରୀଯୁକ୍ତ ଦିବାକର ନନ୍ଦ ଯୋଗଦେଇ ହିନ୍ଦୁ ଏକଜୁଟ ହେଲେ ଭାରତ ବିଶ୍ବଗୁରୁ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ା
ପଞ୍ଚ ମହାଯଜ୍ଞ, କନ୍ୟାପୂଜନ, ଧେନୁପୂଜା ପରେ ହିନ୍ଦୁ ମହାସଭା ଅନୁଷ୍ଠିତ ହୋଇଥିଲା।

Leave a Reply