ବାଲେଶ୍ୱର ନଗରର ବାଣେଶ୍ବର ଉପନଗର ହିନ୍ଦୁ ସମ୍ମିଳନୀ

ବାଲେଶ୍ୱର ନଗରର ବାଣେଶ୍ବର ଉପନଗର ହିନ୍ଦୁ ସମ୍ମିଳନୀ
ବାଲେଶ୍ୱର ନଗରର ବାଣେଶ୍ବର ଉପନଗର ହିନ୍ଦୁ ସମ୍ମିଳନୀ, କେନ୍ଦ୍ର ଶକୁନ୍ତଳା ସ୍କୁଲ। ମୁଖ୍ୟ ଅତିଥି କାହ୍ନୁ ଚରଣ ଦାସ , ଅବସରପ୍ରାପ୍ତ ସମିକ୍ଷକ, ସମ୍ମାନିତ ଅତିଥି, ପୂର୍ବତନ ସେନା ଅଧିକାରୀ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ଭାସ୍କର ଚନ୍ଦ୍ର ରଥ , ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଦିବାକର ମହାପାତ୍ର ଅବସରପ୍ରାପ୍ତ ଏସ୍ ପି ଇନ୍ଟେଲିଜେନସ୍ ତଥା ଚିନ୍ମୟ ମିଶନର ସମ୍ପାଦକ ଏବଂ ବିଭିନ୍ନ ଧର୍ମ ଅନୁଷ୍ଠାନ ସହ ଜଡ଼ିତ। ମୁଖ୍ୟବକ୍ତା ବସନ୍ତ କୁମାର ମଲ୍ଲିକ ପ୍ରାନ୍ତ ଶାରୀରିକ ପ୍ରମୁଖ। ମଣ୍ଟୁ ଦାସ ମଞ୍ଚ ପରିଚାଳନା କଲେ। ରାଜେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କଲେ।

Leave a Reply

Your email address will not be published. Required fields are marked *