ଢେଙ୍କାନାଳ ଜିଲ୍ଲା ଭୁବନ ଖଣ୍ଡ ,ମାର୍ଥାପୁର ମଣ୍ଡଳ ର ଉଦଘାଟନ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧00 ବର୍ଷ ପୁର୍ତ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଭୁବନ ଖଣ୍ଡ ,ମାର୍ଥାପୁର ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ବକ୍ତା ରୂପେ ଦେବବ୍ରତ ପୃଷ୍ଟି, ଜିଲ୍ଲା ବ୍ଯ ବସ୍ଥା ଟୋଲି ସଦସ୍ଯ ଓ ହରିହର ଦାଶ ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ା