ବୁଦ୍ଧେଶ୍ବରୀ ନଗର ତରଫରୁ ପଥ ସଞ୍ଚଳନ

ଭୁବନେଶ୍ବର ମହାନଗରର ବୁଦ୍ଧେଶ୍ବରୀ ନଗର ତରଫର ଗତ ସେପ୍ଟେମ୍ବର ୨୧ ତାରିଖ ଦିନ ପଥ ସଞ୍ଚଳନ ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ ଏହି ସଞ୍ଚାଳନ ବଡଗଡ ଶିଶୁମନ୍ଦିର ରୁ ବାହାରି ବଡଗଡ ଛକ , ପାରାମାଉଣ୍ଟ ପଡିଆ , ବି ଜେ ବି କଲେଜ, ଟଙ୍କପାଣି ରୋଡ, ବ୍ରହ୍ମେଶ୍ବର ଛକ, ଭାସ୍କରେଶ୍ୱର ମନ୍ଦିର ରୋଡ ଓ ଚାରିଛକ ଦେଇ ବଡଗଡ ଶିଶୁମନ୍ଦିର ରେ ପହଞ୍ଚି ଥିଲା ।

Leave a Reply