ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିବା କ୍ରାନ୍ତିକାରୀ ଉଧମ ସିଂହଙ୍କ ପୂଣ୍ୟ ତିଥିରେ କୋଟି କୋଟି ପ୍ରଣାମ ।
ଶହୀଦ ଉଧମ ସିଂହଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମାତାର ଅମର ପୁତ୍ର ଶହୀଦ ଉଧମ ସିଂହଙ୍କ ବଳିଦା ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଭାରତ ମାତାର ଅମର ପୁତ୍ର ଶହୀଦ ଉଧମ ସିଂହଙ୍କୁ ତାଙ୍କ ବଳିଦାନ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ତାଙ୍କ ଦେଶଭକ୍ତି ଏବଂ ସାହସିକତାର ଗାଥା ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।”