୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ ୮୪ ଦିନର ସଂଘର୍ଷରେ ଭାରତୀୟ ସେନାର ସାହସୀ ପୁଅମାନେ ଉପଯୁକ୍ତ ଜବାବ ଦେଇ ପଡ଼ୋଶୀ ଦେଶ ପାକିସ୍ତାନକୁ ପରାସ୍ତ କରିଥିଲେ। ସେହି ବୀରମାନଙ୍କ ସ୍ମୃତିରେ ଦେଶ ଆଜି ସେହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି।

କାର୍ଗିଲ ବିଜୟ ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି
୧୯୯୯ ମସିହାରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାର୍ଗିଲରେ ଅନୁପ୍ରବେଶ ।
୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ ୮୪ ଦିନର ସଂଘର୍ଷରେ ଭାରତୀୟ ସେନାର ସାହସୀ ପୁଅମାନେ ଉପଯୁକ୍ତ ଜବାବ ଦେଇ ପଡ଼ୋଶୀ ଦେଶ ପାକିସ୍ତାନକୁ ପରାସ୍ତ କରିଥିଲେ। ସେହି ବୀରମାନଙ୍କ ସ୍ମୃତିରେ ଦେଶ ଆଜି ସେହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି।

Leave a Reply

Your email address will not be published. Required fields are marked *