ଭାରତ ନୂଆ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ହାଇପରସୋନିକ୍ ମିସାଇଲ୍ ହେଉଛି ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯାହା ଶବ୍ଦର ବେଗରୁ ପାଞ୍ଚ ଗୁଣରୁ ଅଧିକ ବେଗରେ (ମାକ୍ ୫ ବା ତା’ଠାରୁ ଅଧିକ) ଗତି କରିପାରେ। ଏହା ଅତି କ୍ଷୀପ୍ର ଗତି ଏବଂ ଚତୁର ନାଭିଗେସନ୍ କ୍ଷମତା ଯୋଗୁଁ ଶତ୍ରୁର ପ୍ରତିରକ୍ଷା ବ୍ୟବସ୍ଥାକୁ ଅତି ସହଜରେ ଏଡ଼ାଇ ଦେଇପାରେ। ଏହି ମିସାଇଲ୍ଗୁଡ଼ିକ ଅତ୍ୟନ୍ତ ସଠିକତାର ସହ ଲକ୍ଷ୍ୟସ୍ଥଳରେ ଆଘାତ କରିପାରେ ଏବଂ ସାଧାରଣତଃ ଯୁଦ୍ଧାସ୍ତ୍ର ବା ପାରମାଣବିକ ଅସ୍ତ୍ର ବହନ କରିବା ପାଇଁ ଡିଜାଇନ୍ କରାଯାଇଥାଏ। ଏହି କ୍ଷେପଣାସ୍ତ୍ର ୧୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଡିଆରଡିଓ ଏହି କ୍ଷେପଣାସ୍ତ୍ରକୁ ପ୍ରୋଜେକ୍ଟ ବିଷ୍ଣୁ ଅଧୀନରେ ବିକଶିତ କରିଛି। ଭାରତ ଏହି ନୂଆ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

Leave a Reply

Your email address will not be published. Required fields are marked *