ମହାବାହୁ ତିନି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଜି ଜନ୍ମବେଦିରେ ବିରାଜମାନ କରିଛନ୍ତି

ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ କରିଛନ୍ତି। ଶ୍ରୀସୁଦର୍ଶନ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଜନ୍ମବେଦିକୁ ବିରାଜମାନ କରିଛନ୍ତି। ଏହା ପରେ ଦେବୀ ମା’ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କ ପହଣ୍ଡି ଜାରି ରହିଛି। ଶ୍ରୀଜିଉମାନେ ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ବେଳେ ପରବର୍ତ୍ତୀ ନୀତି ଆରମ୍ଭ କରିବେ। ମହାପ୍ରଭୁ ଆଜି ମିଠା ଦହି ଖାଇବେ। ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ସମୟରେ ଶାନ୍ତି ଶୃଙ୍ଖଳାର ସହିତ ନୀତିକାନ୍ତି ସମାପନ ହୋଇଛି। 

Leave a Reply

Your email address will not be published. Required fields are marked *