ଅପରେସନ ସିନ୍ଦୂର ସଂପର୍କରେ ଅନାବଶ୍ୟକ ବୟାନରୁ ଦୂରେଇ ରହିବା ଉଚିତ

ଅପରେସନ ସିନ୍ଦୂର ସଂପର୍କରେ ଅନାବଶ୍ୟକ ବୟାନରୁ ଦୂରେଇ ରହିବା ଉଚିତ

ନୂଆଦିଲ୍ଲୀ : ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ ସମୟରେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଜାରି କରି ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ଉପରେ ଅନାବଶ୍ୟକ ବୟାନ ଦେଇ ବିଜେପିର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ତାଗିଦ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ ବୟାନରୁ ଦୂରେଇ ରହିବା ଉଚିତ। କୌଣସି ସ୍ଥାନରେ କିଛି କହିବାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *