ଇରାନ ବିଶ୍ୱବିଦ୍ୟାଳୟ ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା

ତାଲିବାନ ଦେଶରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଉପରେ ବିଭିନ୍ନ କଟକଣା ଜାରି କରିବା ଆରମ୍ଭ କରିଛି। ଯାହା ଫଳରେ ସେମାନଙ୍କର ଉଚ୍ଚଶିକ୍ଷା ସହଜ ହୋଇ ପାରିବ। ଏଥିପାଇଁ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *