ନର୍କକୁ ଚାଲିଯିବି ପଛେ, ପାକିସ୍ତାନ ଯିବି ନାହିଁ: ଜାଭେଦ ଅଖତର

ମୁମ୍ବାଇରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବଲିଉଡର ବରିଷ୍ଠ ଗୀତିକାର ଏବଂ ସ୍କ୍ରିପ୍ଟ ଲେଖକ  ଜାଭେଦ ଅଖତର କହିଥିଲେ ଯେ ଯଦି ତାଙ୍କୁ ପାକିସ୍ତାନ ଏବଂ ନର୍କ ମଧ୍ୟରୁ ବାଛିବାକୁ ପଡ଼େ, ତେବେ ସେ କାହାକୁ ବାଛିବେ।

ଜାଭେଦ ଅଖତର କହିଛନ୍ତି, ‘ମୁଁ ଉଭୟ ପାର୍ଶ୍ୱରୁ ଗାଳି ପାଉଛି। କେହି ମୋତେ ନାସ୍ତିକ କହୁଛି, କେହି କହୁଛି ମୁଁ ନର୍କକୁ ଯିବି। କେହି ଜଣେ ମୋତେ ପାକିସ୍ତାନ ପଠାଇବା ବିଷୟରେ କହୁଛନ୍ତି। କିନ୍ତୁ, ଯଦି ମୋତେ ପାକିସ୍ତାନ ଏବଂ ନର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼େ, ତେବେ ମୁଁ ନର୍କ ଯିବାକୁ ପସନ୍ଦ କରିବି।

Leave a Reply

Your email address will not be published. Required fields are marked *