ତୁମୁଡ଼ିବନ୍ଧ: ଜଲେଶପଟ୍ଟାସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଅନ୍ତେବାସୀଙ୍କୁ କଳାହାଣ୍ଡି ଜିଲ୍ଲାର ହନୁମାନ କମାନୀଙ୍କ ପକ୍ଷରୁ ବସ୍ତ୍ର
ଏବଂ କମ୍ବଳ ବଣ୍ଟନ କରାଯାଇଛି। ସେହିପରି ଦିଲ୍ଲୀର ପିୟୁଷ ଗୁଲାବସିଂ ମଫଲର୍ ପ୍ରଦାନ କରିଥିଲେ। ଜୀବନା ମୁକ୍ତାନନ୍ଦପୁରୀ ମହାରାଜ ଏଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। କନ୍ୟାଶ୍ରମର ସମ୍ପାଦିକା ଗୁରୁମା ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସମାଜସେବୀ ଦିଗାମ୍ବର ପାଣିଗ୍ରାହୀ, ଅନ୍ତର୍ଯାମୀ ବେହେରା, ରଞ୍ଜିତ ଚୌଧୁରୀ ଓ ବେଲାଳସେନ ମଲ୍ଲିକ ଉପସ୍ଥିତ ଥିଲେ ।