ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସାଲେପୁର ପକ୍ଷରୁ ବିଜୟା ଦଶମୀ ଉତ୍ସବ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସାଲେପୁର ପକ୍ଷରୁ ବିଜୟା ଦଶମୀ ଉତ୍ସବ
ସାଲେପୁର; ପବିତ୍ର ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସାଲେପୁର ପକ୍ଷରୁ ବିଜୟା ଦଶମୀ ଉତ୍ସବ ତଥା ସଂଘର ୯୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖଣ୍ଡ ସଂଘଚାଳକ ଡ. ଚିତ୍ତରଞ୍ଜନ ପଣ୍ଡାଙ୍କ ଆବାହକତ୍ୱରେ ଶତାଧିକ ସ୍ବୟଂସେବକଙ୍କ ଦ୍ବାରା ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ସାଲେପୁର ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ଉତ୍ସବ ଖଣ୍ଡ କାର୍ଯ୍ୟବାହ ଜଗନ୍ନାଥ ପ୍ରଧାନଙ୍କ ସଂଯୋଜନାରେ ଏବଂ କଟକ ବିଭାଗସଂଘ ଚାଳକ ଡଃ ଗୌତମ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୌମ୍ୟପ୍ରକାଶ ହୋତା, ଓଡ଼ିଶା ପୂର୍ବପ୍ରାନ୍ତର ସମ୍ପର୍କ ପ୍ରମୁଖ ବରିଷ୍ଠ ଆଇନଜୀବୀ ସର୍ବେଶ୍ବର ବେହେରା ଭାରତର ଏକତା ଅଖଣ୍ଡତା ବିଷୟରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *