Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହେଡଗେୱାରଙ୍କୁ ପୁଣ୍ୟତିଥିରେ ସ୍ମରଣ କଲେ କେନ୍ଦୁଝର ସାଂସଦ ଅନନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହେଡଗେୱାରଙ୍କୁ ପୁଣ୍ୟତିଥିରେ ସ୍ମରଣ କଲେ କେନ୍ଦୁଝର ସାଂସଦ ଅନନ୍ତ

କେନ୍ଦୁଝର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ତାଙ୍କୁ ସ୍ମରଣ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ସମାଜକୁ ସଙ୍ଗଠିତ କରି ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା କରିଥିବା ଡ. କେଶବ ବଳିରାମ ହେ଼ଡଗେୱାରଙ୍କୁ ତାଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ ।

Leave a Reply