Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଡ.କେଶବ ବଳିରାମ ହେଡଗେୱାରଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପରମ ଶ୍ରଦ୍ଧେୟ ଡ.କେଶବ ବଳିରାମ ହେଡଗେୱାରଜୀ ଭାରତ ମାତାର ସେବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାବେ ଯେଉଁ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳିତ କରିଥିଲେ ତାହା ଆଜି ଭାରତୀୟ ସଂସ୍କୃତିର ରକ୍ଷା ଓ ରାଷ୍ଟ୍ରହିତ ସର୍ବୋପରି ମୂଲ୍ୟକୁ ନେଇ ବର୍ତ୍ତମାନ ପିଢିକୁ ନିସ୍ୱାର୍ଥ ରାଷ୍ଟ୍ରସେବାର ମାର୍ଗକୁ ପ୍ରଶସ୍ତ କରୁଛି । ନିଜର ସଂପୂର୍ଣ୍ଣ ଜୀବନ ଦେଶ ଓ ସମାଜ ନିର୍ମାଣକୁ ସମର୍ପିତ କରୁଥିବା ଏଭଳି ଅନନ୍ୟ ରାଷ୍ଟ୍ର ଉପାସକଙ୍କ ପୁଣ୍ୟତିଥି ଅବସରରେ ସାଦର ପ୍ରଣାମ ।

Leave a Reply