Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାରେ ଆଜି ଠାରୁ ବିଜେପି ସରକାର ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାରେ ଆଜି ଠାରୁ ବିଜେପି ସରକାର ଆରମ୍ଭ

ଓଡ଼ିଶାରେ ଆଜି ଠାରୁ ବିଜେପି ସରକାର ଆରମ୍ଭ

ଭୁବନେଶ୍ବର: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଶ୍ରୀ ମାଝୀ, ଶ୍ରୀ ସିଂହଦେଓ ଓ ଶ୍ରୀମତୀ ପରିଡ଼ା ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି।

ସେହିପରି ମୋହନ ମାଝୀଙ୍କର ୮ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ନୂତନ ମନ୍ତ୍ରୀମଣ୍ଡଳ

ମୁଖ୍ୟମନ୍ତ୍ରୀ: ମୋହନ ଚରଣ ମାଝୀ

ଉପ-ମୁଖ୍ୟମନ୍ତ୍ରୀ : କନକ ବର୍ଦ୍ଧନ ସିଂହଦେଓ

ଉପ-ମୁଖ୍ୟମନ୍ତ୍ରୀ : ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ

୧. ସୁରେଶ ପୂଜାରୀ

୨. ରବି ନାରାୟଣ ନାୟକ

୩. ନିତ୍ୟାନନ୍ଦ ଗଣ୍ଡ

୪. କୃଷ୍ଣଚନ୍ଦ୍ର ପାତ୍ର

୫. ପୃଥ୍ୱୀରାଜ ହରିଚନ୍ଦନ

୬. ମୁକେଶ ମହାଲିଙ୍ଗ

୭. ବିଭୂତି ଭୂଷଣ ଜେନା

୮. କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

୧. ଗଣେଶ ରାମ ଖୁଣ୍ଟିଆ

୨. ସୂର୍ଯ୍ୟବଂଶୀ ସୁରଜ

୩. ପ୍ରଦୀପ ବଳସାମନ୍ତ

୪. ଗୋକୁଳାନନ୍ଦ ମଲ୍ଲିକ

୫. ସମ୍ପଦ କୁମାର ସ୍ୱାଇଁ

Leave a Reply