Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାସ୍ଥ୍ୟକର ସୋୟାବିନ ବି ହୋଇପାରେ ହାନିକାରକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାସ୍ଥ୍ୟକର ସୋୟାବିନ ବି ହୋଇପାରେ ହାନିକାରକ

ସୋୟାବିନ ବହୁତ ଲୋକଙ୍କ ପସନ୍ଦ । ସୋୟାବିନରେ ଭରପୁର ମାତ୍ରାରେ ସୋୟାବିନ ରହିଛି । ସୋୟାବିନରେ ଲୋକେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ସୋୟାବିନ ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିଲେ ମଧ୍ୟ ଏହାଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ । ସୋୟାବିନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାବେଳେ ଅପରପକ୍ଷରେ ଅତ୍ୟଧିକ ମାତ୍ରାରେ ସୋୟାବିନ ସେବନ ହାନିକାରକ ପ୍ରମାଣିତ ହୋଇଥାଏ । ସୋୟାବିନ ଦ୍ୱାରା କଣ କଣ ଅସୁବିଧା ହୋଇଥାଏ ଜାଣନ୍ତୁ – ସୋୟାବିନ ଦ୍ୱାରା ଏଲର୍ଜୀ ସମସ୍ୟା ହୋଇଥାଏ – ସୋୟାବିନ ଯୋଗୁଁ ମହିଳାଙ୍କୁ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ, ସୋୟାବିନରେ ଥିବା କମ୍ପାଉଣ୍ଡ ମହିଳାଙ୍କ ହର୍ମୋନ ଏଷ୍ଟ୍ରୋଜେନକୁ ନକଲ କରିଥାଏ – ଅଧିକ ସୋୟାବିନ ସେବନ କଲେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ – ସୋୟାବିନରେ ଥିବା ଟ୍ରାନ୍ସ ଫ୍ୟାଟ ଯୋଗୁଁ ମେଦ ବହୁଳତା ହୋଇଥାଏ ଓ କୋଲେଷ୍ଟ୍ରଲ ମଧ୍ୟ ବଢିଥାଏ – ହୃଦ ସମ୍ବନ୍ଧୀୟ ରୋଗ ଥିଲେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ – ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ଥାଇରଏଡ ସମସ୍ୟା ଅଛି ସେମାନେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ ।

Leave a Reply