Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମେଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବିଭିପି ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମେଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବିଭିପି ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା : ବର୍ତମାନ ରାଜ୍ୟରେ ଚାଲୁଅଛି ମେଟ୍ରିକ ପରୀକ୍ଷା । ତେବେ ଗତ ୨୩ତାରିଖଦିନ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଇଂରାଜୀ ପ୍ରଶ୍ନ ପତ୍ର ଲିକ ହୋଇଥିଲା । ଫଳରେ ରାଜ୍ୟର ସହ ସହ ପରୀକ୍ଷାର୍ଥୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରୀକ୍ଷା ପରିଚାକନାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଏବିଭିପି ରାଉରକେଲା ଶାଖା ପକ୍ଷରୁ ଉଦିତନଗର ଠାରେ ଥିବା ଆମ୍ବେଦକର ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ବିକ୍ଷୋଭ କାରୀ ମାନେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡୀଙ୍କ କୁଶପତଳିକା ମଧ୍ୟ ଦାହ କରିଥିଲେ ।

Leave a Reply