ମାନଝରିରେ ଅଯୋଧ୍ୟା ଅକ୍ଷତ କଳସ ବଣ୍ଟନ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା : ଜାନୁୟାରୀ ୨୨ ତାରିଖ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ରବିବାର ଦିନ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ ଗ୍ରାମର ୬ଟି ୱାର୍ଡର ପ୍ରତେକ ଘରେ ଘରେ ବୁଲି ପୂଜାର୍ଚ୍ଚନ ।,ସଂକୀର୍ତ୍ତନ ଏବଂ ବିରବାଦ୍ୟ ଘୁମୁରା ର ତାଳେତାଳେ ଗ୍ରାମ ପରିକ୍ରମା କରିଥିଲେ ।ଗ୍ରାମର ଶତାଧିକ ମହିଳା ଓ ଗ୍ରାମବାସୀ ଦେଖିବାକୁ ମିଳିଥିଲ।।ାଏଥିରେ ବିଶ୍ୱହିନ୍ଦୁ ପରିଷଦ ମାନଝରି ଗ୍ରାମ୍ୟ କମିଟି ର ସଭାପତି ବିଭିଷଣ ସାହୁ,ସମ୍ପାଦକ ଚନ୍ଦ୍ରମଣି ପଟେଲ,ସଦସ୍ୟ ଭୁବନେ ଭୋଇ,ନୀଳାମ୍ବର ସାହୁ,ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, କୋଦୋ ଅଘ୍ରିଆ, ମକରନ୍ ମଲ୍ଲିକ, ଲବ ପୁଟେଲ ପ୍ରମୁଖ ଓ ଗ୍ରାମବାସୀ ସହୋଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *