ଅଯାଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଅକ୍ଷତ ନିମନ୍ତ୍ରଣ

ରାଜନଗର : ରାମ ଜନ୍ମଭୂମି ନ୍ୟାସ ରାଜନଗର ବ୍ଲକ ଶାଖା ପକ୍ଷରୁ ଅୋୟାଜିତ ଅକ୍ଷତ ନିମନ୍ତ୍ରଣ କାର୍ଯ୍ୟକ୍ରମ ମହିଁଷାସୁରଠାରେ ଅୋୟାଜିତ ହୋଇଯାଇଛି । ଏହି ପଚାଂୟତ ଦାୟିତ୍ୱେର ଥିବା ପଣ୍ଡିତ ଶୁଭ୍ରଶ୍ରୀ ଶୁଭ୍ରକାନ୍ତ ଶତପଥୀ(ବାପି ନନା)ଙ୍କ ନେତୃତ୍ୱେର କେଦାର ବାବା, ସରସ୍ୱତୀ ଶିଶୁ ମନ୍ଦିରର ସଂପାଦକ ଦୋଳେଗାବିନ୍ଦ ଜେନା, ପ୍ରଧାନ ଆଚାର୍ଯ୍ୟ ସେୁଲଖ ବାରିକଙ୍କ ସହ ଗୁରୁମା ସଶ୍ମିତା ରାଉତ, ଝିଲୀ ରାଉତ, ମମତା ରାଉତ, ଶୁଭଶ୍ରୀ ଲେଙ୍କା, ପ୍ରଣତୀ ସ୍ୱାଇଁ, ସ୍ୱପ୍ନାରାଣୀ ସାହୁ, ମନୀଷା ପ୍ରଧାନ, ବିଭୂତି ଲେଙ୍କାଙ୍କ ସହ ଗ୍ରାମବାସୀମୋନ ଯୋଗେଦଇ ପ୍ରତି ପରିବାରକୁ ଅକ୍ଷତ ବଂଟନ କରିଥେôଲ । ଆସନ୍ତା ୨୨ତାରିଖ ଦିନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବେର ନିରାମିଷ ଭୋଜନ କରିବା ସହିତ ସ୍ଥାନୀୟ ମନ୍ଦିରମାନଙ୍କେର ପୂଜାପାଠ କରିବା ପାଇଁ ନେିବଦନ କରିଥେôଲ ।

Leave a Reply

Your email address will not be published. Required fields are marked *